ଗୋବିନ୍ଦା-ସୁନୀତାଙ୍କ ସମ୍ପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ?
ମୁମ୍ବାଇ : ବଲିଉଡ୍ରେ ଅନେକ ଦମ୍ପତିଙ୍କର ଛାଡପତ୍ର ନେଇ ଖବର ଅଧିକାଂଶ ସମୟରେ ଶୁଣିବାକୁ ମିଳିଥାଏ । ତେବେ ନିକଟରେ ଏଭଳି ଜଣେ ସେଲିବ୍ରିଟିଙ୍କର ବିବାହ ବିଚ୍ଛେଦ ହେବା ନେଇ ଖବର ଚର୍ଚ୍ଚା ଜୋର ଧରିଛି । ଏହି ଦମ୍ପତିଙ୍କ ବିବାହ ବିଚ୍ଛେଦକୁ ପ୍ରଶଂସକ ସହଜରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ । ବଲିଉଡ୍ର ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କର ଛାଡପତ୍ର ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଦମ୍ପତିଙ୍କ ବିବାହକୁ … Continue reading ଗୋବିନ୍ଦା-ସୁନୀତାଙ୍କ ସମ୍ପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ?
Copy and paste this URL into your WordPress site to embed
Copy and paste this code into your site to embed