www.samajalive.in
Sunday, December 14, 2025
26.1 C
Bhubaneswar

ପଳାତକ ମେହୁଲ ଚୋକସିଙ୍କୁ ପ୍ରତ୍ୟର୍ପଣ ପାଇଁ ଅନୁରୋଧ, ବେଲଜିୟମ ଯିବେ ଭାରତୀୟ ଅଧିକାରୀ

ଡେସ୍କ: ବେଲଜିୟମ ଫେଡେରାଲ ପବ୍ଲିକ ସର୍ଭିସ ଅଫ ଜଷ୍ଟିସ ସୋମବାର କହିଛି ଯେ ଏପ୍ରିଲ ୧୨ରେ ଗିରଫ ହୋଇଥିବା ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ଅନୁରୋଧ କରିଛି। ବେଲଜିୟମ୍ କର୍ତ୍ତୃପକ୍ଷ ଚୋକସିଙ୍କ ବିରୋଧରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ତାଙ୍କ ପାଇଁ ଆଇନ ପରାମର୍ଶଦାତା ମଧ୍ୟ ଯୋଗାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ମେହୁଲ ଚୋକସିଙ୍କୁ ୨୦୨୫ ଏପ୍ରିଲ ୧୨ ତାରିଖ ଶନିବାର ଗିରଫ କରାଯାଇଥିଲା। ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ପାଇଁ ତାଙ୍କୁ ଅଟକ ରଖାଯାଇଛି। ଭାରତୀୟ କର୍ତ୍ତୃପକ୍ଷ ଚୋକ୍ସିଙ୍କ ପ୍ରତ୍ୟର୍ପଣ ଅନୁରୋଧ କରିଛନ୍ତି ବୋଲି ବିଭାଗର ଜଣେ ମୁଖପାତ୍ର କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories