www.samajalive.in
Saturday, December 13, 2025
23.1 C
Bhubaneswar

ଧିରେ ଧିରେ ସ୍ଥିତି ନିୟନ୍ତ୍ରଣ ହେବ, ଆମ ପାଇଁ ରାତି ଅଧିକ ଚାଲେଞ୍ଜ- ଡିସିପି

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରୀ । ସମସ୍ତ ଶୈବାଳୟରେ ଦେଖିବାକୁ ମିଳିଛି ଲକ୍ଷାଧିକ ଭକ୍ତଙ୍କ ଭିଡ । ନିଷ୍ପତ୍ତି ଅନୁଯାୟୀ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ । ମାତ୍ର ଭୋରୁ ହିଁ ଲିଙ୍ଗରାଜ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇଁ ଠିଆ ହୋଇଥିବା ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରବଳ ଭିଡ କାରଣରୁ ପୁଲିସ ସ୍ଥିତି ସମ୍ଭାଳି ପାରି ନଥିଲା । କିଛି ଭକ୍ତ ଅସୁସ୍ଥ ମଧ୍ୟ ହୋଇ ପଡିଥିଲେ । ବର୍ତ୍ତମାନ ଲିଙ୍ଗରାଜ ମନ୍ଦିରରେ ସ୍ଥିତିରେ ସୁଧାର ଆସିଥିବା କହିଛନ୍ତି ପୁଲିସ ଡିସିପି ପିନାକ ମିଶ୍ର । ଡିସିପି କହିଛନ୍ତି, ଆଶା ଠାରୁ ଅଧିକ ଭକ୍ତ ଯୋଗୁଁ ଭିଡ ନିୟନ୍ତ୍ରଣ ହୋଇପାରିଲାନି । ପୁଲିସ ଫୋର୍ସ ଲାଗିଛନ୍ତି । ଆମ ପାଇଁ ରାତି ଅଧିକ ଚାଲେଞ୍ଜ । ଆମେ ପ୍ରସ୍ତୁତ ହେଉଛୁ, ଧିରେ ଧିରେ ସ୍ଥିତି ନିୟନ୍ତ୍ରଣ ହେବ । ରାତି ୩ଟାରୁ ଏବେ ସୁଦ୍ଧା ୫୦ ହଜାର ଭକ୍ତ ଦର୍ଶନ କରି ସାରିଲେଣି ।

ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

ବିବାହରେ ବିଳମ୍ବ ହେଉଥିଲେ ମହାଶିବରାତ୍ରୀରେ ଆପଣାନ୍ତୁ ଏହି ଉପାୟ..

- Advertisement -

ମହାଶିବରାତ୍ରୀରେ ବାସ୍‌ ଏହି ଗୋଟିଏ ସରଳ ଉପାୟରେ ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା, ଧନସମ୍ପତ୍ତି ହେବ ଦୁଇଗୁଣା..

ଦେଖନ୍ତୁ ଭିଡିଓ ; ମହାକୁମ୍ଭ ସ୍ନାନ, ମହିଳାଙ୍କ ଏମିତି କାମ ଦେଖି ଲୋକେ କାବା,କହିଲେ..

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories