ମହାଶିବରାତ୍ରୀରେ ବାସ୍‌ ଏହି ଗୋଟିଏ ସରଳ ଉପାୟରେ ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା, ଧନସମ୍ପତ୍ତି ହେବ ଦୁଇଗୁଣା..

ପ୍ରତ୍ୟେକ ବର୍ଷ ଫାଲଗୁଣ ମାସ କୃଷ୍ଣ ଚତୁର୍ଦଶୀ ଦିନ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ । ଚଳିତ ବର୍ଷ ୨୬ ଫେବୃଆରୀରେ ମହାଶିବରାତ୍ରୀ ପାଳନ କରାଯାଉଛି । ଏହି ଦିନ ପ୍ରଭୁ ଶିବ ଶଙ୍କରଙ୍କୁ ସମର୍ପିତ । ଭଗବାନ ଶିବଙ୍କୁ ବିଧି ସହ ପୂଜାର୍ଚ୍ଚନା କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ । ଏହାସହ ମହାଶିବରାତ୍ରୀରେ ଶିବଲିଙ୍ଗ ନିକଟରେ ଏକ ଦିବ୍ୟ ଉପାୟ କରିବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି … Continue reading ମହାଶିବରାତ୍ରୀରେ ବାସ୍‌ ଏହି ଗୋଟିଏ ସରଳ ଉପାୟରେ ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା, ଧନସମ୍ପତ୍ତି ହେବ ଦୁଇଗୁଣା..