www.samajalive.in
Sunday, December 7, 2025
16.1 C
Bhubaneswar

ମହାଶିବରାତ୍ରୀରେ ବାସ୍‌ ଏହି ଗୋଟିଏ ସରଳ ଉପାୟରେ ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା, ଧନସମ୍ପତ୍ତି ହେବ ଦୁଇଗୁଣା..

ପ୍ରତ୍ୟେକ ବର୍ଷ ଫାଲଗୁଣ ମାସ କୃଷ୍ଣ ଚତୁର୍ଦଶୀ ଦିନ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ । ଚଳିତ ବର୍ଷ ୨୬ ଫେବୃଆରୀରେ ମହାଶିବରାତ୍ରୀ ପାଳନ କରାଯାଉଛି । ଏହି ଦିନ ପ୍ରଭୁ ଶିବ ଶଙ୍କରଙ୍କୁ ସମର୍ପିତ । ଭଗବାନ ଶିବଙ୍କୁ ବିଧି ସହ ପୂଜାର୍ଚ୍ଚନା କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ ।

ଏହାସହ ମହାଶିବରାତ୍ରୀରେ ଶିବଲିଙ୍ଗ ନିକଟରେ ଏକ ଦିବ୍ୟ ଉପାୟ କରିବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଆର୍ଥିକ ସମସ୍ୟା ସହ ଧନର ଅଭାବ ମଧ୍ୟ ଦୂର ହୋଇଥାଏ ।
ମହାଶିବରାତ୍ରୀରେ ରାତି ସମୟରେ ଶିବ ଲିଙ୍ଗ ନିକଟରେ ଏକ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ । ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ।

- Advertisement -

ମହାଶିବରାତ୍ରୀରୁଏହି ଉପାୟ ଲଗାତାର ୪୧ ଦିନ ପର୍ଯ୍ୟନ୍ତ କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ମହାଶିବରାତ୍ରୀରେ ଘରର ଅଗଣାରେ ଥିବା ଚଉରା ଅର୍ଥାତ୍‌ ତୁଳସୀଙ୍କ ନିକଟରେ ମଧ୍ୟ ଘିଅର ଦୀପ ଜଳାନ୍ତୁ ।
ମହାଲକ୍ଷ୍ମୀ ଚାଳିଶା ମଧ୍ୟ ପାଠ କରି ପାରିବେ । ଏହାଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ।

ଭଗବାନ ଶିବଶଙ୍କରଙ୍କୁ କର୍ପୂର ଖୁବ୍‌ ପ୍ରିୟ । କର୍ପୂରର ସୁଗନ୍ଧ ବାତାବରଣକୁ ଶୁଦ୍ଧ ଓ ପବିତ୍ର କରିଥାଏ। ପ୍ରଭୁ ଶିବଶଙ୍କରଙ୍କ ପୂଜାରେ କର୍ପୂର ନିଶ୍ଚୟ ବ୍ୟବହାର କରାଯାଏ। ଏହା କମ୍‌ ଦାମ୍‌ରେ ମଧ୍ୟ ବଜାରରେ ଉପଲବ୍ଧ।

ପ୍ରଭୁଙ୍କୁ କର୍ପୂର ଅର୍ପଣ କରିବା ସହ ପୂଜାରେ କର୍ପୂର ବ୍ୟବହାର କରିବା ଦ୍ୱାରା ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ ।

ମହାଶିବରାତ୍ରୀରେ ଏମିତି ଅର୍ପଣ କରନ୍ତୁ ବେଲପତ୍ର : କରନ୍ତୁ ନାହିଁ ଏହି ଭୁଲ୍‌..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories