ଦେଖନ୍ତୁ ଭିଡିଓ ; ମହାକୁମ୍ଭ ସ୍ନାନ, ମହିଳାଙ୍କ ଏମିତି କାମ ଦେଖି ଲୋକେ କାବା,କହିଲେ..
ନୂଆଦିଲ୍ଲୀ : ପ୍ରୟାଗରାଜର ସଙ୍ଗମସ୍ଥଳରେ ମହାକୁମ୍ଭ ମେଳା ଲାଗି ରହିଛି । ଲୋକେ ଏଠାକୁ ଯାଇ ବୁଡ ପକାଉଛନ୍ତି । କିଏ ଟ୍ରେନ୍ରେ ତ କିଏ ଉଡାଜାହାଜ ପୁଣି କିଏ ଡଙ୍ଗା ତ କିଏ କାର୍ ଯୋଗ ଯାଉଛନ୍ତି । ଏଭଳି କିଛି ଲୋକେ ମଧ୍ୟ ଅଛନ୍ତି,ଯେଉଁମାନେ କୁମ୍ଭକୁ ସ୍ନାନ ପାଇଁ ଯାଇ ପାରୁ ନାହାଁନ୍ତି । ନିକଟରେ ଜଣେ ମହିଳାଙ୍କ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି … Continue reading ଦେଖନ୍ତୁ ଭିଡିଓ ; ମହାକୁମ୍ଭ ସ୍ନାନ, ମହିଳାଙ୍କ ଏମିତି କାମ ଦେଖି ଲୋକେ କାବା,କହିଲେ..
Copy and paste this URL into your WordPress site to embed
Copy and paste this code into your site to embed