ବିବାହରେ ବିଳମ୍ବ ହେଉଥିଲେ ମହାଶିବରାତ୍ରୀରେ ଆପଣାନ୍ତୁ ଏହି ଉପାୟ..

ଭଗବାନ ଶିବଶଙ୍କର ପୂଜା ସରଳ ଓ ଶୀଘ୍ର ଶୁଭଫଳ ମିଳିଥାଏ ବୋଲି ମାନ୍ୟତା ରହିଛି । ସୃଷ୍ଟିକର୍ତ୍ତା ଭଗବାନ ବିଷ୍ଣୁ ମଧ୍ୟ ପ୍ରଭୁ ଶଙ୍କରଙ୍କ ଆରାଧନା କରି ଥାନ୍ତି। ଭଗବାନ ଶିବ ଖୁବ୍‌ ଶୀଘ୍ର ସରଳ ପୂଜାରେ ସନ୍ତୁଷ୍ଟ ହୋଇଯାନ୍ତି ବୋଲି କୁହାଯାଏ । କେବଳ ଗୋଟିଏ ଲୋଟା ଜଳରେ ପ୍ରଭୁଙ୍କ ଅଶେଷ କୃପା ପ୍ରାପ୍ତି ହୋଇଥାଏ । ସ୍ୱଚ୍ଛ ମନରେ ଓ ଭକ୍ତିରେ ପ୍ରଭୁଙ୍କ କୃପା ମିଳିଥାଏ । ଶାସ୍ତ୍ରରେ ମଧ୍ୟ ଶିବ ପୂଜାର ମହତ୍ତ୍ୱ … Continue reading ବିବାହରେ ବିଳମ୍ବ ହେଉଥିଲେ ମହାଶିବରାତ୍ରୀରେ ଆପଣାନ୍ତୁ ଏହି ଉପାୟ..