ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

ମହାଶିବରାତ୍ରୀ ୨୬ ଫେବୃଆରୀରେ ଅର୍ଥାତ୍‌ ବୁଧବାର ଗ୍ରହଙ୍କ ଅନେକ ଶୁଭ ଓ ଦୁର୍ଲ୍ଲଭ ଯୋଗ ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ.. ବୁଧବାର ସ୍ୱାମୀ ବୁଧ ସୂର୍ଯ୍ୟଙ୍କ ସହ କୁମ୍ଭ ରାଶିରେ ଏକାଠି ହୋଇ ବୁଦ୍ଧାଦିଥ୍ୟ ଯୋଗ ସୃଷ୍ଟି କରିବେ । ସେହିପରି ଚନ୍ଦ୍ରମା ମକର ରାଶିଙ୍କର ସ୍ୱାମାୀ, ଫଳରେ ସୁନଫା ଯୋଗ ହେବ । ଏହାସହ ଶ୍ରବଶ … Continue reading ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା..