www.samajalive.in
Monday, December 15, 2025
24.1 C
Bhubaneswar

ଆମେରିକାରେ ପୁଣି ବିମାନ ଦୁର୍ଘଟଣା : ୬ ମୃତ

ଓ୍ବାଂଶିଂଟନ୍ : ଆମେରିକାରେ ପୁଣି ବିମାନ ଦୁର୍ଘଟଣା। ଫିଲାଡେଲଫିଆରେ ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡାଣ ଭରିବାର ୩୦ ମିନିଟ ପରେ ଏଭଳି ଅଘଟଣ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁଇ ଦିନ ତଳେ ଆମେରିକାର ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା ଘଟିଥିଲା। ଏଥିରେ ୬୭ ଜଣଙ୍କ ଜୀବନ ଯାଇଥିଲା। ଏକ ସପିଂ ମଲ୍ ନିକଟରେ ଏହି ଅଘଟଣ ଘଟିଥିଲା। ବିମାନଟି ନର୍ଥ-ଇଷ୍ଟ ଫିଲାଡେଲଫିଆ ବିମାନ ବନ୍ଦରରୁ ଉଡାଣ ଭରିଥିଲା। ଟେକ୍ ଅଫ୍ କରିବାର ୩୦ ସେକେଣ୍ଡ  ପରେ ଏହି କ୍ରାସ ହୋଇଥିଲା। ଅନେକ ବିଲ୍ଡିଂରେ ନିଆଁ ଲାଗିଯିବାର ସହ ପ୍ରାୟ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories