www.samajalive.in
Tuesday, December 9, 2025
26.1 C
Bhubaneswar

ବାସ୍‌ ଗୋଟିଏ ଚାହାଣୀରେ.. ହାତୀ-କୁକୁରର ଏମିତି ଭିଡିଓ କେବେ ଦେଖିନଥିବେ..

ନୂଆଦିଲ୍ଲୀ : ଜୀବଜନ୍ତୁଙ୍କ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ବେଶ ଲୋକପ୍ରିୟ ହୋଇଥାଏ । ଅଧିକାଂଶ ଏହାକୁ ଦେଖିବାକୁ ପସନ୍ଦ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ । ନିକଟରେ ହାତୀ ଓ କୁକୁରର ଏଭଳି ଏକ ମନଛୁଆଁ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କୁ ଖୁବ୍‌ ପସନ୍ଦ ଆସୁଛି । ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓକୁ ଏକ୍ସରେ ଶେୟାର କରିଛନ୍ତି । ୨୧ ସେକେଣ୍ଡର ଏହି ଭିଡିଓକୁ ଲୋକେ ବାରମ୍ବାର ଦେଖିବାକୁ ପସନ୍ଦ କରୁଛନ୍ତି ।


ଭିଡିଓରେ ହାତୀ ଏକ ରାସ୍ତାରେ ବୁଲୁଥିବା ଦେଖିପାରିବେ । ସେହି ସମୟରେ ଏକ କୁକୁର ହାତୀ ନିକଟକୁ ଆସୁଛି । ହାତୀ ପ୍ରଥମେ କୁକୁରକୁ ରାଗରେ ଦେଖୁଥିବା ଦେଖାଯାଉଛି । କୁକୁର ମଧ୍ୟ ଭୟ ନକରି ନିଜ ସ୍ଥାନରେ ଠିଆ ହୋଇ ରହୁଛି । ଏହାପରେ ହାତୀକୁ ଦେଖି ଭୁକିବାକୁ ଲାଗୁଛି । ହାତୀର ନିକଟତର ହେଉଛି । ହାତୀ କୁକୁର ନିକଟକୁ ଦୌଡି ଆସିବା ମାତ୍ରେ କୁକୁର ସେଠାରୁ ଡିଆଁ ମାରି ପଳାଉଥିବା ଦେଖାଯାଉଛି ।

ପୁତ୍ରଦା ଏକାଦଶୀ: ରାଶି ଅନୁଯାୟୀ ଅର୍ପଣ କରନ୍ତୁ ଭୋଗ, ସନ୍ତାନ ପ୍ରାପ୍ତି ସହ ହେବ ମନସ୍କାମନା ପୂରଣ..

- Advertisement -

ମକର ସଂକ୍ରାନ୍ତି ପରଠାରୁ ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି,ଘର, ହେବେ ଭାଗ୍ୟଶାଳୀ..

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories