ମକର ସଂକ୍ରାନ୍ତି ପରଠାରୁ ଏହି ରାଶି ହେବେ ମାଲାମାଲ୍, କିଣିବେ ଭୂମି,ଘର, ହେବେ ଭାଗ୍ୟଶାଳୀ..
ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ପର୍ବ । ଏହି ପର୍ବ ସୂର୍ଯ୍ୟଦେବତା ମକର ରାଶିରେ ପ୍ରବେଶ କରିବା ପରେ ପାଳନ କରାଯାଏ । ମକର ସଂକ୍ରାନ୍ତିରେ ସ୍ନାନ ଓ ଦାନର ପରମ୍ପରା ପୁରାତନ କାଳରୁ ଚାଲି ଆସିଛି । ଏହି ଦିନ ପବିତ୍ର ନଦୀରେ ସ୍ନାନ ଓ ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । ଏହି ଦିନ ରାଶି ଲଡୁ ଓ ଖେଚେଡି ସେବନ କରିବାର … Continue reading ମକର ସଂକ୍ରାନ୍ତି ପରଠାରୁ ଏହି ରାଶି ହେବେ ମାଲାମାଲ୍, କିଣିବେ ଭୂମି,ଘର, ହେବେ ଭାଗ୍ୟଶାଳୀ..
Copy and paste this URL into your WordPress site to embed
Copy and paste this code into your site to embed