www.samajalive.in
Friday, December 5, 2025
17.1 C
Bhubaneswar

ଶୀଘ୍ର ଆଇଟିଆର ଦାଖଲ ପାଇଁ ଅନୁରୋଧ କଲା ଆୟକର ବିଭାଗ

ଡେସ୍କ: ଆୟକର ଦାଖଲ ନିମନ୍ତେ ସମୟସୀମା ଗତ ଜୁଲାଇ ମାସ ୩୧ ରହିଥିଲା ବେଳେ ଯେଉଁମାନେ କୌଣସି କାରଣରୁ ଆଇଟିଆର ଦାଖଲ କରିପାରିନାହାନ୍ତି, ସେମାନଙ୍କୁ ଶୀଘ୍ର ଆଇଟିଆର ଦାଖଲ ନିମନ୍ତେ ଇ-ଫାଇଲିଂ କରିବାକୁ ଆୟକର ବିଭାଗ ଅନୁରୋଧ କରିଛି। ଯଦିଓ ଇ-ଫାଇଲିଂ ସମୟସୀମା ବୃଦ୍ଧି ନେଇ କୌଣସି ଘୋଷଣା କରାଯାଇ ନାହିଁ, ବିଭାଗ ଆଇଟିଆର ଦାଖଲ କ୍ଷେତ୍ରରେ ଚଳିତ ବର୍ଷ ରେକର୍ଡ ସଫଳତା ପାଇଥିବା ବେଳେ ଏହି ଅନୁରୋଧ କରିଥିବା ଜଣାପଡିଛି।

ପ୍ରଥମ ଦିନିକିଆ କ୍ରିକେଟରେ ଭାରତ ଆଗରେ ଶ୍ରୀଲଙ୍କାର ୨୩୧ ରନର ଟାର୍ଗେଟ

- Advertisement -

ଆୟକର ଦାଖଲ ଓ ଫେରସ୍ତ ନିୟମ ଅନୁଯାୟୀ, ଆୟକାରଦାତା ମାନେ ନିର୍ଦ୍ଧାରିତ ତାରିଖ ପରେ ଇ-ଫାଇଲିଂ କରୁଥିଲା ତାହା ବିଳମ୍ବ ଦାଖଲରେ ଗଣାଯିବ ଓ ସେଥିପାଇଁ ସ୍ଥିରୀକୃତ ଫାଇନ ବ୍ୟବସ୍ଥା ରହିଛି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜୁଲାଇ ୩୧ ସୁଦ୍ଧା ରେକର୍ଡ ସଂଖ୍ୟକ ୭.୨୮ କୋଟି ଆଇଟିଆର ଦାଖଲ ହୋଇଥିବା ବିଭାଗ ସୂଚନା ଦେଇଛି। ସେହିପରି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୯ କୋଟିରୁ ଅଧିକ ଆଇଟିଆର ଯାଞ୍ଚ ଶେଷ ହୋଇଥିବା ଆୟକର ବିଭାଗ ସୂଚନା ଦେଇଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: 

https://chat.whatsapp.com/K41LU4b2UqfBkJrbOSIO4z

https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:

https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories