Browsing Tag

CBI

ଆରଜି କର ଘଟଣା – ୧୨ ଦିନରେ କନିଷ୍ଠ ଡାକ୍ତରଙ୍କ ଆମରଣ ଅନଶନ

ଡେସ୍କ: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ମୃତ ମହିଳା ସହକର୍ମୀଙ୍କୁ ନ୍ୟାୟ ଓ କର୍ମକ୍ଷେତ୍ର ସୁରକ୍ଷା ଦାବିରେ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନେ ବୁଧବାର ଲଗାତାର ଦ୍ୱାଦଶ ଦିନ ପାଇଁ ଆମରଣ ଅନଶନ ଜାରି ରଖିଛନ୍ତି।…
Read More...

ରାଜକୋଟରୁ ଫେରିଲା ଦାଦନ ଶ୍ରମିକର ମୃତଦେହ, ଶୋକରେ ମୁଣ୍ଡାଗାଁ

ଲାଞ୍ଜିଗଡ: ପାଞ୍ଚ ଦିନ ପରେ ଗାଁକୁ ଫେରିଛି ଦାଦନ ଶ୍ରମିକର ଶବ। ନୂଆଖାଇ ଭଳି ଦିନରେ ଗାଁକୁ ଶବ ଫେରିଥିବା ବେଳେ ସାରା ଗାଁରେ ଦେଖିବାକୁ ମିଳିଛି ଶୋକାକୁଳ ପରିବେଶ। ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଶବଦାହ…
Read More...

କଲକାତା ଲଜ୍ଜା: ପୂର୍ବତନ ଅଧ୍ୟକ୍ଷ ଓ ୪ ଡାକ୍ତରଙ୍କ ପଲିଗ୍ରାଫ ପରୀକ୍ଷା କରିବ ସିବିଆଇ

ସମାଜ ଡିଜିଟାଲ ଡେସ୍କ: କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆର ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ଅନ୍ୟ ୪ ଡାକ୍ତରଙ୍କର ପଲିଗ୍ରାଫ ପରୀକ୍ଷା କରାଯିବ। ଏଥିପାଇଁ ସିଟି କୋର୍ଟ ମାମଲାର ତଦନ୍ତ…
Read More...

କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କୁ ୧୦ଘଣ୍ଟା ପଚରାଉଚରା

ସମାଜ ଡିଜିଟାଲ ଡେସ୍କ: କଲକାତା ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଜାରି ରହିଛି। ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ତୃତୀୟ ଦିନରେ…
Read More...

ନିଟ୍‌‌-ୟୁଜି ପ୍ରଶ୍ନପତ୍ର ଲିକ୍‌‌ ମାମଲା; ଭୁବନେଶ୍ୱରରୁ ଜଣେ ଗିରଫ

ଭୁବନେଶ୍ୱର: ନିଟ୍‌‌-ୟୁଜି ପ୍ରଶ୍ନପତ୍ର ଲିକ୍‌‌ ମାମଲାରେ ଓଡ଼ିଶାରୁ ଜଣେ ଅଭିଯୁକ୍ତ ଗିରଫ। ଭୁବନେଶ୍ୱରରୁ ଆଉ ଜଣେ ଅଭିଯୁକ୍ତଙ୍କୁ ସିବିଆଇ ଆଜି ଗିରଫ କରିଛି। ତାଙ୍କ ନାମ ସୁଶାନ୍ତ ରାଉତ ବୋଲି ସୂଚନା ମିଳିଛି।…
Read More...

ସୋମାଲିଆର ଏକ ହୋଟେଲରେ ଆତଙ୍କବାଦୀ ଆକ୍ରମଣ – ୩୫ ମୃତ, ୧୨୬ ଆହତ

ଡେସ୍କ: ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର କୂଳର ଏକ ହୋଟେଲରେ ହୋଇଥିବା ଆକ୍ରମଣରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨୬ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଜଡିତ ସଶସ୍ତ୍ର ଗୋଷ୍ଠୀ ଅଲ-ଶବାବ…
Read More...

ଉତ୍ତରାଖଣ୍ଡରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି

ଡେସ୍କ: ଉତ୍ତରାଖଣ୍ଡର ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ଡେରାଡୁନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ବରିଷ୍ଠ ଅଧିକାରୀମାନଙ୍କୁ…
Read More...

ଶାନ୍ତ ରହିବାକୁ ଚେଷ୍ଟା କରୁଥିଲି, କିନ୍ତୁ ନର୍ଭସ୍ ଥିଲି – ମନୁ ଭାକର

ଡେସ୍କ: ଭାରତୀୟ ସୁଟର ମନୁ ଭାକର ଆଜି ୨୫ ମିଟର ବନ୍ଧୁକ ଚାଳନା ଫାଇନାଲରେ ଟିକେ ନର୍ଭସ୍ ଅନୁଭବ କରିଥିବା ସ୍ୱୀକାର କରିଛନ୍ତି। ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଅଲିମ୍ପିକ୍ସରେ ତୃତୀୟ ବ୍ୟକ୍ତିଗତ ପଦକ ପାଇବାରୁ ବଞ୍ଚିତ…
Read More...

ବୁଲା କୁକୁରଙ୍କୁ ଟୀକା, ଓଡିଶା ହେବ ଜଳାନ୍ତକ ମୁକ୍ତ

ଡେସ୍କ: ରାଜ୍ୟରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଏହାଛଡା ଗତ କିଛି ବର୍ଷ ମଧ୍ୟରେ ବୁଲା କୁକୁରଙ୍କ ଆକ୍ରମଣରେ ଛୋଟ ପିଲାଙ୍କ ଜୀବନ ମଧ୍ୟ ଯାଇଛି। ଏସବୁକୁ…
Read More...

ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ସ୍ୱାସ୍ଥ୍ୟମନ୍ତ୍ରୀ

ଡେସ୍କ: ରାଜ୍ୟରେ ନୂଆ ସରକାର ଗଠନ ହେବା ଦିନ ଠାରୁ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଭବିଷ୍ୟତ। ରାଜ୍ୟରେ ନୂଆ ବିଜେପି ସରକାର ଶପଥ ଗ୍ରହଣ କରିବାର ୨ ଦିନ ପୂର୍ବରୁ ଏ ନେଇ…
Read More...