Browsing Tag

odia

ଆରଜି କର ଘଟଣା – ୧୨ ଦିନରେ କନିଷ୍ଠ ଡାକ୍ତରଙ୍କ ଆମରଣ ଅନଶନ

ଡେସ୍କ: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ମୃତ ମହିଳା ସହକର୍ମୀଙ୍କୁ ନ୍ୟାୟ ଓ କର୍ମକ୍ଷେତ୍ର ସୁରକ୍ଷା ଦାବିରେ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନେ ବୁଧବାର ଲଗାତାର ଦ୍ୱାଦଶ ଦିନ ପାଇଁ ଆମରଣ ଅନଶନ ଜାରି ରଖିଛନ୍ତି।…
Read More...

ହବିଷ୍ୟାଳୀଙ୍କ ପାଇଁ ଅଢେଇ କୋଟି

ଭୁବନେଶ୍ୱର : କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ବ୍ରତ ପାଳନ ନିମନ୍ତେ ରାଜ୍ୟ ସରକାର ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି। ଏହା ସହିତ ହବିଷ୍ୟାଳୀ ମା’ଙ୍କୁ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ସମସ୍ତ…
Read More...

ରାଜକୋଟରୁ ଫେରିଲା ଦାଦନ ଶ୍ରମିକର ମୃତଦେହ, ଶୋକରେ ମୁଣ୍ଡାଗାଁ

ଲାଞ୍ଜିଗଡ: ପାଞ୍ଚ ଦିନ ପରେ ଗାଁକୁ ଫେରିଛି ଦାଦନ ଶ୍ରମିକର ଶବ। ନୂଆଖାଇ ଭଳି ଦିନରେ ଗାଁକୁ ଶବ ଫେରିଥିବା ବେଳେ ସାରା ଗାଁରେ ଦେଖିବାକୁ ମିଳିଛି ଶୋକାକୁଳ ପରିବେଶ। ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଶବଦାହ…
Read More...

ଆଜି ଶୁଖିଲା ରହିବ ପାଗ: ମଙ୍ଗଳବାର ପୁଣି ବଢିବ ବର୍ଷା

ଭୁବନେଶ୍ଵର: ଆଜି ଶୁଖିଲା ରହିବ ପାଗ।  ମଙ୍ଗଳବାର ପୁଣି ବଢିବ ବର୍ଷା। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ସତର୍କତା। ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର ,…
Read More...

ସୋମାଲିଆର ଏକ ହୋଟେଲରେ ଆତଙ୍କବାଦୀ ଆକ୍ରମଣ – ୩୫ ମୃତ, ୧୨୬ ଆହତ

ଡେସ୍କ: ସୋମାଲିଆର ରାଜଧାନୀ ମୋଗାଦିଶୁର ସମୁଦ୍ର କୂଳର ଏକ ହୋଟେଲରେ ହୋଇଥିବା ଆକ୍ରମଣରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୨୬ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଜଡିତ ସଶସ୍ତ୍ର ଗୋଷ୍ଠୀ ଅଲ-ଶବାବ…
Read More...

ଉତ୍ତରାଖଣ୍ଡରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି

ଡେସ୍କ: ଉତ୍ତରାଖଣ୍ଡର ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ଡେରାଡୁନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ବରିଷ୍ଠ ଅଧିକାରୀମାନଙ୍କୁ…
Read More...

ଶାନ୍ତ ରହିବାକୁ ଚେଷ୍ଟା କରୁଥିଲି, କିନ୍ତୁ ନର୍ଭସ୍ ଥିଲି – ମନୁ ଭାକର

ଡେସ୍କ: ଭାରତୀୟ ସୁଟର ମନୁ ଭାକର ଆଜି ୨୫ ମିଟର ବନ୍ଧୁକ ଚାଳନା ଫାଇନାଲରେ ଟିକେ ନର୍ଭସ୍ ଅନୁଭବ କରିଥିବା ସ୍ୱୀକାର କରିଛନ୍ତି। ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଅଲିମ୍ପିକ୍ସରେ ତୃତୀୟ ବ୍ୟକ୍ତିଗତ ପଦକ ପାଇବାରୁ ବଞ୍ଚିତ…
Read More...

ବୁଲା କୁକୁରଙ୍କୁ ଟୀକା, ଓଡିଶା ହେବ ଜଳାନ୍ତକ ମୁକ୍ତ

ଡେସ୍କ: ରାଜ୍ୟରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି। ଏହାଛଡା ଗତ କିଛି ବର୍ଷ ମଧ୍ୟରେ ବୁଲା କୁକୁରଙ୍କ ଆକ୍ରମଣରେ ଛୋଟ ପିଲାଙ୍କ ଜୀବନ ମଧ୍ୟ ଯାଇଛି। ଏସବୁକୁ…
Read More...

ଜାରି ରହିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ସ୍ୱାସ୍ଥ୍ୟମନ୍ତ୍ରୀ

ଡେସ୍କ: ରାଜ୍ୟରେ ନୂଆ ସରକାର ଗଠନ ହେବା ଦିନ ଠାରୁ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ, କଣ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଭବିଷ୍ୟତ। ରାଜ୍ୟରେ ନୂଆ ବିଜେପି ସରକାର ଶପଥ ଗ୍ରହଣ କରିବାର ୨ ଦିନ ପୂର୍ବରୁ ଏ ନେଇ…
Read More...

ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଉପରେ କାମ କରୁଛି ଭାରତ – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏବେ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାର୍ଯ୍ୟ କରୁଛି। ଆଜି କୃଷି ଅର୍ଥଶାସ୍ତ୍ରୀଙ୍କ ଅନ୍ତର୍ଜାତୀୟ ସମ୍ମିଳନୀକୁ ସଂବୋଧିତ…
Read More...