MEllora 950×100
Browsing Tag

ganjam

ଗଞ୍ଜାମ ବୁଢ଼ୀ ଠାକୁରାଣୀ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି

ଗଞ୍ଜାମ : ଗଞ୍ଜାମ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଗୁରୁବାର ଭୋରରୁ ଗଞ୍ଜାମ ସହରସ୍ଥିତ ଥିବା ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରୁ କେହି ଦୁର୍ବୃତ୍ତ କାନ୍ଥ ସିମେଣ୍ଟ ଜାଲି ଭାଙ୍ଗି ହୁଣ୍ଡିରେ…
Read More...

ଦେଖନ୍ତୁ ଭିଡିଓ- ସରକାରୀ ଡାକ୍ତରଖାନାର ଶଯ୍ୟାରେ ଶୋଉଛି ବୁଲା କୁକୁର -ମଧ୍ୟପ୍ରଦେଶର ଘଟଣା

ଭୋପାଳ - ମଧ୍ୟପ୍ରଦେଶର ଗୋଟିଏ ସରକାରୀ ଡାକ୍ତରଖାନାରେ ବୁଲା କୁକୁୁର ରୋଗୀମାନଙ୍କ ପାଇଁ ଉଦିଷ୍ଟ ଶଯ୍ୟାରେ ଶୋଇଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ କୁକୁରଟି ବେଶ୍‌ ନିଶ୍ଚିନ୍ତ ଭାବରେ ଶୋଇଥିବା ଦେଖିବା…
Read More...

କିଆଫୁଲ ତୋଳିବା ବେଳେ ବାରାହା ଆକ୍ରମଣ- ଜଣେ ଗୁରୁତର

ଗୋପାଳପୁର - ଗତକିଛି ବର୍ଷ ଧରି ଲଗାତାର ବାରାହା ଉପଦ୍ରବ ଅଞ୍ଚଳରେ ଲାଗି ରହିଛି । ଏହି ପଶୁ ଲୋକଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଠାର ସିଂ ପଞ୍ଚାୟତ ଅନ୍ତର୍ଗତ କୋଠାର ସିଂ…
Read More...

ଦିଲ୍ଲୀରେ ୨୨ ବର୍ଷୀୟା ଯୁବତୀଙ୍କୁ ମଙ୍କିପକ୍ସ – ଦେଶର ରାଜଧାନୀରେ ପଞ୍ଚମ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ - ଦିଲ୍ଲୀରେ ଜଣେ ୨୨ ବର୍ଷୀୟା ଯୁବତୀ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି…
Read More...

ଓଡିଶାର ସୀମାନ୍ତ ଗ୍ରାମର ଦୁର୍ଦ୍ଦଶା- କୋଡ଼ିଏ କିଲୋମିଟର ଜଙ୍ଗଲରାସ୍ତାରେ ଦୋଳାରେ ବୁହା ହେଲେ, ନଦୀ ଭିତରେ ବି ଗଲେ…

ପାତ୍ରପୁର - ପାତ୍ରପୁର ବ୍ଳକରେ ଦୁର୍ଗମ ବୁରାତାଲ ଆଦିବାସୀ ପଂଚାୟତ ଗୁଡିପଦର ଗ୍ରାମରୁ ଗତ ରବିବାର ଦିନ ଜଣେ ଗର୍ଭବତୀଙ୍କୁ ସାତ କିଲୋମିଟର ଦୋଳରେ ବୋହି ନଦୀ ପାର କରିବାର ତିନି ଦିନ ପରେ ଆଉ ଜନନୀ ଯନ୍ତ୍ରଣା ।  ଗତ ଥର…
Read More...

୬ ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଭିଜିଲାନ୍ସ ପଞ୍ଝାରେ ପିଇଓ

ଚିକିଟି: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ…
Read More...

ଗ୍ରାସୀମ କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନି; ଆନ୍ଦୋଳନ ପାଇଁ ସଜବାଜ 

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଂଚାୟତର ଲୋକଙ୍କ ଏକ ବୈଠକ ବାଲିଲୋକନାଥ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର ଭାଗ୍ୟ ରେଡ଼ିଙ୍କ ସଭାପତିତ୍ୱ…
Read More...

ସମସ୍ୟା ଘେରରେ ଏକ୍ସ ବୋର୍ଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଗଞ୍ଜାମ: ଗଞ୍ଜାମ ସହରରେ ରହିଥିବା ଦୀର୍ଘ ୧୫୦ ବର୍ଷର ପୁରୁଣା ଏକ୍ସ ବୋର୍ଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ତମାନ ସମସ୍ୟା ଘେରରେ ରହିଛି। ପିଲାମାନେ ପାଠ ପଢିବାକୁ ଏଠାରେ ଭଲ ଶ୍ରେଣୀଗୃହ ନାହିଁ। ଯାହାକୁ ନେଇ…
Read More...

ବାଜୁଥିଲା ଡିଜେ ନଥିଲେ ବରଯାତ୍ରୀ – ବାହା ହେବାକୁ ଆସି ହଟ ହଟା ହେଲା ନକଲି ବର

କଣ୍ଟାବାଞ୍ଜି - ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖଗସା ପଞ୍ଚାୟତ ସାଲେପଡା ଗ୍ରାମର ଜଣେ ଯୁବକ ଛଦ୍ମନାମରେ ନିଜକୁ ପ୍ରକାଶ ସାହୁ ବୋଲି ପରିଚୟ ଦେଇ ବିବାହ କରିବାକୁ ଯାଉଥିବା ବେଳେ ଧରାପଡି ଜେଲ୍‌…
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ – ବାଧ୍ୟତାମୂଳକ ଅବସର ଦେଲେ ସରକାର

ଗୁଣପୁର -ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କ। ଲାଞ୍ଚ ନେଉଥିବାବେଳେ ଗତ ୨ ତାରିଖରେ ଭିଜିଲାନସ୍‌ ହାତରେ ରାୟଗଡା ଜିଲା ଗୁଣପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଧରା ପଡିଥିଲେ । ଏ ତାଙ୍କୁ ବୁଧବାରରେ ରାଜ୍ୟ…
Read More...