www.samajalive.in
Friday, December 5, 2025
23.1 C
Bhubaneswar

ତେଲେଙ୍ଗାନା ବିସ୍ଫୋରଣ: ୪ ଓଡିଆ ମୃତ, ଜନ୍ମମାଟିକୁ ଫେରିଲା ଜଗନ ମୋହନଙ୍କ ମୃତଦେହ

ଛତ୍ରପୁର: ତେଲେଙ୍ଗାନାର କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା। ଏଥିରେ ୪ ଓଡିଆର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ୪ ଜଣ ଓଡିଆଙ୍କର ମୃତଦେହ ଚିହ୍ନଟ ହୋଇଛି। ୪ ମୃତକ ଗଞ୍ଜାମ, କଟକ, ବାଲେଶ୍ଵର ଏବଂ ଯାଜପୁର ଜିଲ୍ଲାର ହୋଇଥିବା ସୂଚନା ମିଳିଛି।  ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲା ଛତ୍ରପୁର ଅଚଂଳ ରାମକିଷ୍ଣା ନଗରର ଆର.ଭି.ଜଗନ ମୋହନ ରହିଛନ୍ତି ।  ଆଜି ସକାଳୁ ତାଙ୍କର ମୃତଦେହ ନିଜ ଜନ୍ମମାଟିକୁ ଫେରିଛି । ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ଦୀର୍ଘ ୩୫ ବର୍ଷ ହେଲା ପରିବାର ସହ ତେଲଙ୍ଗାନାରେ ରହୁଥିବା ବେଳେ ଉକ୍ତ କମ୍ପାନୀରେ ସେ ଦିର୍ଘ ୨୦ ବର୍ଷ ହେଲା କାମ କରୁଥିଲେ । ଏବେବି ଜିଲାର ଅନେକ ଲୋକ ଆହତ ହୋଇ ଚିକିତ୍ସା ଚାଲୁଥିବା ସୂଚନା ରହିଛି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories