ପ୍ରଥମ ଦିନିକିଆ କ୍ରିକେଟରେ ଭାରତ ଆଗରେ ଶ୍ରୀଲଙ୍କାର ୨୩୧ ରନର ଟାର୍ଗେଟ

ଡେସ୍କ: ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିଅମରେ ଆଜି ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଆନ୍ତର୍ଜାତିକ କ୍ରିକେଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା, ଭାରତ ଆଗରେ ୨୩୧ ରନର ଟାର୍ଗେଟ ରଖିଛି। ଆଜି ଟସ ଜିତିବା ପରେ ଶ୍ରୀଲଙ୍କା ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କାର ପଥୁମ ନିଶାଙ୍କ ୭୫ଟି ବଲରେ ୫୬ ରନ ସ୍କୋର କରିଥିବା ବେଳେ ଦୁନିଥ ୬୫ଟି ବଲରେ ୬୭ ରନ ସଂଗ୍ରହ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୯ … Continue reading ପ୍ରଥମ ଦିନିକିଆ କ୍ରିକେଟରେ ଭାରତ ଆଗରେ ଶ୍ରୀଲଙ୍କାର ୨୩୧ ରନର ଟାର୍ଗେଟ