Browsing Tag

weather

୪୫ ଟପିଲା ଝାରସୁଗୁଡ଼ା ପାରଦ: ଆଜି ୪ ଜିଲ୍ଲାକୁ ହିଟ୍‌ଓ୍ବେଭ୍‌ ସତର୍କତା

ଭୁବନେଶ୍ବର : ଜଳୁଛି ସମଗ୍ର ପଶ୍ଚିମ ଓଡ଼ିଶା। ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରିକି ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୫ ଡିଗ୍ରୀ ଟପିଛି ତାପମାତ୍ରା। ଝାରସୁଗୁଡ଼ାରେ ୪୫.୪ ଡିଗ୍ରୀ…
Read More...

ଫେରିଲା ତାତି, କମିବ କାଳବୈଶାଖୀ

ଭୁବନେଶ୍ବର : ପ୍ରାୟ ଦୁଇ ସପ୍ତାହ ପରେ ରାଜ୍ୟକୁ ଫେରିଛି ତାତି। କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା କାରଣରୁ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପାରଦ କିଛିଟା ହ୍ରାସ ପାଇଥିଲା। ପଶ୍ଚିମ ଓଡ଼ିଶାର…
Read More...

ଆହୁରି ୪ ଦିନ ଝଡ ବର୍ଷା, ୬ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର : ଉପକୂଳ ଏବଂ ଉତ୍ତର ଓଡ଼ିଶା‌େ‌ର କାଳବୈଶାଖୀ ତାଣ୍ଡବ ରଚିଛି। ଘଣ୍ଟା ପ୍ରତି ୬୦କିମି ବେଗରେ ପବନ ବହିବା ଦ୍ବାରା ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ଘର ଛପର ଉଡ଼ିଯାଇଛି। କେତେକ ଅଞ୍ଚଳରେ କୁଆପଥର ମାଡ଼…
Read More...

ଦୁଇଦିନ ପ୍ରବଳ ବର୍ଷିବ !

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଉପକୂଳ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ଦିନ ତାପମାତ୍ରା ୩୫ରୁ ୩୭ଡିଗ୍ରୀ ମଧ୍ୟରେ ରହୁଥିବାବେଳେ ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି। ସପ୍ତାହେ ଧରି…
Read More...

୭ ଜିଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ବର : ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ରବିବାର ବିଜୁଳି ଘଡଘଡି ସହ ଝଡବର୍ଷା ହୋଇଛି। କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, କନ୍ଧମାଳ ଏବଂ ମୟୂରଭଞ୍ଜ ଜିଲାର କିଛି…
Read More...

ଆଜିଠୁ କାଳବୈଶାଖୀ ବର୍ଷା !

ଭୁବନେଶ୍ୱର : ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଡ଼େ ଗତି କରିବ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଆଡ଼େ…
Read More...

ସପ୍ତାହେ ପର୍ଯ୍ୟନ୍ତ କାଳବୈଶାଖୀ ଝଡ଼ବର୍ଷା !

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ବାୟୁମଣ୍ଡଳରେ ୫.୮କି.ମି. ଉଚ୍ଚତା ଯାଏଁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା…
Read More...

୫ ଯାଏ କାଳବୈଶାଖୀ: ୪୦ ଡିଗ୍ରୀ ଛୁଇଁଲା ବଲାଙ୍ଗୀର ଓ ବୌଦ୍ଧ

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପାରଦ ତଳମୁହାଁ ହୋଇଛି। କିନ୍ତୁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ…
Read More...

ଆସନ୍ନ ଝାଞ୍ଜିକୁ ହୁସିଆର !

ଭୁବନେଶ୍ଵର:  ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତ ବର୍ଷର ଖରାଦିନ ଅର୍ଥାତ୍‌ ଏପ୍ରିଲରୁ ଜୁନ୍‌ରେ ଦେଶର ସ୍ବାଭାବିକ ସର୍ବୋଚ୍ଚ ତାପମାତ୍ରା ଅଧିକ ରହିବ। କେବଳ ପଶ୍ଚିମ ଓ ପୂର୍ବ ଭାରତର କେତେକ ଅଞ୍ଚଳ ଛାଡ଼ିଦେଲେ…
Read More...

ଆଜିଠୁ ଉପରମୁହାଁ ହେବ ପାରଦ: ୬ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ବର : ଦୁଇଦିନର କାଳବୈଶାଖୀ ପରେ ଆଜିଠାରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ମଧ୍ୟରେ କିଛି ଅଞ୍ଚଳକୁ ଛାଡ଼ି ଦେଲେ ଅବଶିଷ୍ଟ ରାଜ୍ୟରେ ପାଗ ଶୁଖିଲା ରହିବ। ଅନ୍ୟପଟେ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯାଇଥିବାରୁ ଆଜିଠାରୁ…
Read More...