www.samajalive.in
Sunday, December 7, 2025
18.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସ୍କୁଲରେ ବଟିକା ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ.. ଅଠରବାଙ୍କି ତଳଗଡ ୟୁପି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି.. ୧୧୫ ଜଣଙ୍କୁ ଦିଆଯାଇଥିଲା ବଟିକା.. ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ..

ରାଉରକେଲା ବିଧାନସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲା.. ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌..

- Advertisement -

ନୂଆ ମିଡିଆ ଟିମ୍ ଘୋଷଣା କଲା ବିଜେଡି.. ନୂଆ ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନ ପ୍ରମୁଖ ନେତାଙ୍କୁ ମିଳିଛି ସ୍ଥାନ..

ସନ୍ନ୍ୟାସ ଘୋଷଣା କଲେ ଭାରତୀୟ ପୁରୁଷ ହକି ଦଳର ଅଭିଜ୍ଞ ଗୋଲ୍‌କିପର ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ..

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ.. ୨୦୨୪-୨୫ରେ ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି ୬.୫ %ରୁ ୭ % ମଧ୍ୟରେ ରହିବା ନେଇ ଆକଳନ..

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ.. ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ ମାରିବା ଘଟଣା ବ୍ୟଥିତ କରିଛି.. ରାଜ୍ୟ ସରକାର ଆଇନ ଅନୁସାରେ କାର୍ଯ୍ୟ କରିବା ଉଚିତ ବୋଲି କହିଲେ ନବୀନ..

ସଂସଦର ବଜେଟ୍ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମା.. ନିଟ୍‍ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ..

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିବୃତି ଦେବା ବେଳେ ମାଇକ, କ୍ୟାମେରା ଓ ଲାଇଟ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ଆଣିଲା ବିଜେଡି..

ଶ୍ରୀଲଙ୍କା ଗସ୍ତରେ ଟିମ୍‍ ଇଣ୍ଡିଆ.. ଶ୍ରୀଲଙ୍କା ଗସ୍ତ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସାମ୍ବାଦିକ ସମ୍ମିଳନୀ.. ଗମ୍ଭୀର କହିଲେ ରୋହିତ, ବିରାଟ ୨୦୨୭ ବିଶ୍ୱକପ ଖେଳିପାରିବେ.. ଯଦି ସେମାନେ ନିଜ ଫିଟନେସ୍‍ ବଜାୟ ରଖିପାରିବେ ତେବେ ୨୦୨୭ ବିଶ୍ୱକପ ଖେଳିପାରିବେ..

ନାମ ଫଳକ ବିବାଦ.. ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ..

ରାଜଧାନୀରେ ଧରାପଡିଲେ କୁଖ୍ୟାତ ଶଳା ଭିଣୋଇ ଗ୍ୟାଙ୍ଗ.. କରୁଥିଲେ ଲୁଟ୍‌.. ୩ ଜଣଙ୍କଠାରୁ ୪ଟି ସୁନା ଚେନ୍‌, ମୋବାଇଲ, ବାଇକ ଜବତ..

ରେଢାଖୋଲ: ଜ୍ୱାଇଁର ଶାବଳ ମାଡରେ ଶାଶୂ, ସ୍ତ୍ରୀ ମୃତ..

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories