ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜୟ ଲାଭ କଲେ ବିଜେପି ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ବର : ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜୟ ଲାଭ କଲେ ବିଜେପି ପ୍ରାର୍ଥୀ ବାବୁ ସିଂ ।  ବିଜେପି ପ୍ରାର୍ଥୀ ବାବୁ ସିଂଙ୍କ ଠାରୁ ୨୫ ଶହରୁ ଅଧିକ ଭୋଟରେ ହାରିଲେ ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା । ଏକାମ୍ରରେ ଚତୁର୍ଥ ଥର ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅଶୋକ ଚନ୍ଦ୍ର ପଣ୍ଡା ପରାସ୍ତ ହୋଇଛନ୍ତି । ୨୦୦୯ ମସିହାରେ ଏକାମ୍ର ନିର୍ବାଚନମଣ୍ଡଳୀ ଗଠନ ହେବା ପରଠାରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ । ୨୦୧୪ରୁ ଲଗାତାର ୧୦ ବର୍ଷ ଧରି ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି।

ହାରିଗଲେ ସୌମ୍ୟ, ବାଜି ମାରିଲେ ବଦ୍ରି

Comments are closed.