www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପୁରୀରେ ଅଟୋ ରିକ୍ସା ଧକ୍କାରେ ହବିଷ୍ୟାଳି ଆହତ..

ଭୁବନେଶ୍ୱର : ଭୁବନେଶ୍ୱରରେ ଫେକ୍‌ କଲ୍‌ ସେଣ୍ଟର ଠାବ ଘଟଣା, ୬ ସାଇବର ଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ.. ସାରା ଦେଶରେ ଠକେଇର ତଦନ୍ତ ପାଇଁ ସ୍ପେଶାଲ ଟିମ୍‌ ଗଠନ..

- Advertisement -

ପୁରୀ : ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ସମସ୍ୟା ଉପୁଜିବା ଘଟଣା, ପହଞ୍ଚି ସମାଧାନ ପ୍ରତିଶ୍ରୁତି ଦେଲେ ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ..

ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ
ହ୍ବାଟ୍ସଆପରେ ମୁମ୍ବାଇ ଟ୍ରାଫିକ୍ ପୁଲିସ ପାଖକୁ ଆସିଲା ଧମକପୂର୍ଣ୍ଣ ମେସେଜ..

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସୁରକ୍ଷିତ ରହିବାକୁ ସଲମାନଙ୍କଠାରୁ ୫ କୋଟି ଟଙ୍କା ଦାବି
ଟଙ୍କା ନଦେଲେ ସିଦ୍ଦିକିଙ୍କ ଠାରୁ ସଲମାନଙ୍କ ଅବସ୍ଥା ଆହୁରି ଖରାପ ହେବ ବୋଲି ଧମକ..

ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

ଦେଖନ୍ତୁ ଭିଡିଓ; ଗୁପ୍‌ଚୁପ୍‌ ତିଆରି ପାଇଁ ଅଟାକୁ ଗୋଡରେ ଚକଟିଲେ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories