ଦେଖନ୍ତୁ ଭିଡିଓ; ଗୁପ୍ଚୁପ୍ ତିଆରି ପାଇଁ ଅଟାକୁ ଗୋଡରେ ଚକଟିଲେ..
ନୂଆଦିଲ୍ଲୀ : ପିଲା ଠାରୁ ଆରମ୍ଭ କରି ବୟସ୍କ ସଭିଏଁ ଗୁପ୍ଚୁପ୍ ଖାଇବାକୁ ବେଶ ପସନ୍ଦ କରନ୍ତି । ମାତ୍ର ଅନେକ ସମୟରେ ଏହାର ପ୍ରସ୍ତୁତି ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । ତେବେ ଆପଣ ଯଦି ଗୁପ୍ଚୁପ୍ ଖାଇବାକୁ ପସନ୍ଦ କରନ୍ତି, ତେବେ ନିକଟରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଉପରେ ଥରେ ନଜର ପକାନ୍ତୁ । ଭିଡିଓରେ ଦେଖିପାରିବେ, ୨ ଜଣ ବ୍ୟକ୍ତି ଗୁପ୍ଚୁପ୍ ତିଆରି ପାଇଁ ଥିବା ଅଟାକୁ ଗୋଡରେ ଚକଟୁଛନ୍ତି । ଏହି ଭିଡିଓଟି ଝାଡଖଣ୍ଡର ଗରହୱା ମାଝିଆଓଁ ବଜାରର ବୋଲି ଜଣାପଡିଛି । ଗୁପଚୁପ୍ ପ୍ରସ୍ତୁତ ପାଇଁ ଥିବା ଅଟାକୁ ଗୋଡରେ ଚକଟିବା ସହ ଏଥିରେ ରାସାୟନିକ ପଦାର୍ଥ ମିଶାଉଛନ୍ତି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
Video Jharkhand की है ….
देखिए कैसे पैरों से गोलगप्पे का आंटा गूंथ रहे हैं …..!!
अब कौन कौन खाना चाहेगा …..!!🤮 pic.twitter.com/L67C15M8i4
— Firdaus Fiza (@fizaiq) October 18, 2024
ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..
ଜାଣନ୍ତୁ.. ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍ରେ ବି କରନ୍ତୁ ନାହିଁ ଏହି କାମ..
Comments are closed.