ଜାଣନ୍ତୁ.. ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ..

ଆରମ୍ଭ ହୋଇଛି କାର୍ତ୍ତିକ ମାସ । କାର୍ତ୍ତିକ ମାସର ହିନ୍ଦୁ ଧର୍ମରେ ଖୁବ୍‌ ମହତ୍ତ୍ୱ ରହିଛି । ଏହି ସମୟରେ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଏହି ସମୟରେ ଗଙ୍ଗା ସ୍ନାନର ମଧ୍ୟ ମହତ୍ତ୍ୱ ରହିଛି । କାର୍ତ୍ତିକ ମାସର ଆରମ୍ଭ ୧୭ ଅକ୍ଟୋବର ସନ୍ଧ୍ୟା ୪ଟା ୫୬ ମିନିଟ୍‌ରେ କାର୍ତ୍ତିକ ମାସ କୃଷ୍ଣ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ । କାର୍ତ୍ତିକ ମାସ … Continue reading ଜାଣନ୍ତୁ.. ଆରମ୍ଭ ହେଲା କାର୍ତ୍ତିକ ମାସ; ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ..