ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିରେ ପ୍ରବେଶ କରି ଥାଆନ୍ତି । ଏହି ସମୟରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହୋଇଥାଏ । ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଅକ୍ଟୋବର ୧୭ରେ ସୂର୍ଯ୍ୟ ଦେବତା ତୁଳା ରାଶିରେ ପ୍ରବେଶ କରି ସାରିଛନ୍ତି । ସେହିପରି ୨୦ ଅକ୍ଟୋବରରେ ଗ୍ରହଙ୍କ ସେନାପତି ମଙ୍ଗଳ ମଧ୍ୟ କର୍କଟ ରାଶିରେ ପ୍ରବେଶ କରିବେ । ଦୀର୍ଘ … Continue reading ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..