ଦେଖନ୍ତୁ ଭିଡିଓ; ଗୁପ୍‌ଚୁପ୍‌ ତିଆରି ପାଇଁ ଅଟାକୁ ଗୋଡରେ ଚକଟିଲେ..

ନୂଆଦିଲ୍ଲୀ : ପିଲା ଠାରୁ ଆରମ୍ଭ କରି ବୟସ୍କ ସଭିଏଁ ଗୁପ୍‌ଚୁପ୍‌ ଖାଇବାକୁ ବେଶ ପସନ୍ଦ କରନ୍ତି । ମାତ୍ର ଅନେକ ସମୟରେ ଏହାର ପ୍ରସ୍ତୁତି ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । ତେବେ ଆପଣ ଯଦି ଗୁପ୍‌ଚୁପ୍‌ ଖାଇବାକୁ ପସନ୍ଦ କରନ୍ତି, ତେବେ ନିକଟରେ ଭାଇରାଲ୍‌ ହେଉଥିବା ଏହି ଭିଡିଓ ଉପରେ ଥରେ ନଜର ପକାନ୍ତୁ । ଭିଡିଓରେ ଦେଖିପାରିବେ, ୨ ଜଣ ବ୍ୟକ୍ତି ଗୁପ୍‌ଚୁପ୍‌ ତିଆରି ପାଇଁ ଥିବା ଅଟାକୁ ଗୋଡରେ … Continue reading ଦେଖନ୍ତୁ ଭିଡିଓ; ଗୁପ୍‌ଚୁପ୍‌ ତିଆରି ପାଇଁ ଅଟାକୁ ଗୋଡରେ ଚକଟିଲେ..