www.samajalive.in
Sunday, December 7, 2025
23.1 C
Bhubaneswar

ବୁଦ୍ଧ ପୂର୍ଣ୍ଣିମାରେ ଘରକୁ ନେଇ ଆସନ୍ତୁ କଇଁଛ, ଦେଖନ୍ତୁ ଚମତ୍କାର, ଖାଲି ହେବନି ଆଲମିରା, କେମିତି ଚମକିବ ଭାଗ୍ୟ..

ବୁଦ୍ଧ ପୂର୍ଣ୍ଣିମା କିମ୍ବା ବୈଖାଖ ପୂର୍ଣ୍ଣିମାର ପର୍ବ ୨୩ ମେରେ ପାଳନ କରାଯାଉଛି। ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଏହି ଦିନ କଇଁଛ ଅବତାର ନେଇଥିଲେ। ବାସ୍ତୁ ଅନୁଯାୟୀ, ବୁଦ୍ଧ ପୂର୍ଣ୍ଣିମା ଦିନ ଘରକୁ କଇଁଛ ଆଣିବା ଦ୍ୱାରା ଘରେ ଧନସମ୍ପତ୍ତି , ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଧାତୁ କିମ୍ବା କ୍ରିଷ୍ଟଲ୍ କଇଁଛକୁ ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ୍। ଏହି ଦିଗରେ ରଖିବା ଦ୍ୱାରା ହଠାତ୍ ଧନ ପ୍ରାପ୍ତି ହେବା ସହ ଧନ ବୃଦ୍ଧି ହୋଇଥାଏ। ଆଲମିରା,ପକେଟ୍ ଆଦୌ ଖାଲି ହୋଇନଥାଏ। ଅଯଥା ଟଙ୍କା ଖର୍ଚ୍ଚ ହୋଇନଥାଏ।

ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ.. 

- Advertisement -

ଆପଣ ଯଦି ବ୍ୟବସାୟୀ ତେବେ ଦୋକାନ କିମ୍ବା ନିଜ କାରଖାନାରେ ମୁଖ୍ୟ ଦ୍ୱାରରେ କଇଁଛ ଫଟୋ ଲଗାନ୍ତୁ। ଏହାଦ୍ୱାରା ବ୍ୟବସାୟରେ ଖୁବ୍ ଉନ୍ନତି ହୋଇଥାଏ।
ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି, ଦୋକାନ କିମ୍ବା କାର୍ଯ୍ୟାଳୟରେ ଚାନ୍ଦିର କଇଁଛ ରଖନ୍ତୁ। ଏହାଦ୍ୱାରା ସଫଳତାର ରାସ୍ତା ଖୋଲିଥାଏ।
କର୍ମକ୍ଷେତ୍ରରେ ଉନ୍ନତି ପାଇଁ କାର୍ଯ୍ୟାଳୟ ଟେବୁଲ୍ ଉପରେ ଉତ୍ତର ଦିଗରେ କଳା ରଙ୍ଗର କଇଁଛ ରଖନ୍ତୁ। ଏହାଦ୍ୱାରା ସର୍ବଦା ଶୁଭଫଳ ମିଳିବ।

ସ୍ମୋକ୍ ପାନ ଖାଇବା ପରେ କଣା ହୋଇଗଲା ନାବାଳିକାର ଅନ୍ତନଳୀ..

ଘରର କୌଣସି ସଦସ୍ୟ ରୋଗଗ୍ରସ୍ତ ରହିଥିଲେ, ତେବେ ଦକ୍ଷିଣ-ପୂର୍ବ ଦିଗରେ କାଠର କଇଁଛ ରଖନ୍ତୁ। ଏହାଦ୍ୱାରା ରୋଗ ଘରର ଠାରୁ ଦୂରେଇ ରହିବ। ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ। ରୋଗରୁ ମୁକ୍ତି ମିଳିବ।
ଘର, ଦୋକାନ, କାର୍ଯ୍ୟାଳୟର ମୁଖ୍ୟ ଦ୍ୱାରରେ କଇଁଛ ରଖିବା ପୂର୍ବରୁ ସର୍ବଦା ଧ୍ୟାନ ଦେବେ କଇଁଛର ମୁହଁ ଭିତର ଆଡକୁ ଯେପରି ରହିବ। ଏହାଦ୍ୱାରା ହିଁ ଶୁଭଫଳ ପ୍ରାପ୍ତି ହେବ।

ଅନଲାଇନକୁ ଆସିଗଲା ସ୍ମାର୍ଟ ଛତା : ଏସି ଭଳି ଦେବ ଥଣ୍ଡା ପବନ, ଦାମ୍ ଏତିିକି..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories