www.samajalive.in
Saturday, December 6, 2025
16.1 C
Bhubaneswar

ଜୁନ୍ ୨୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ଖୋଲିବ ବନ୍ଦ ଭାଗ୍ୟର ତାଲା..

ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହାଦ୍ୱାରା ବିଭିନ୍ନ ପ୍ରକାର ସଂଯୋଗ ଓ ଯୋଗ ସୃଷ୍ଟି ହୋଇଥାଏ। ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ। ଜୁନ୍ ୨୨ରେ ଏଭଳି ହିଁ ଏକ ସ୍ଥିତି ସୃଷ୍ଟି ହେଉଛି। ୨୨ ଜୁନ୍ ଜ୍ୟେଷ୍ଠ ପୂର୍ଣ୍ଣିମା। ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶୁକ୍ଳ ଯୋଗ ଓ ଶୁଭ ଯୋଗ ସୃଷ୍ଟି ହେଉଛି। ଏହା ବ୍ୟତୀତ ଶୁକ୍ରାଦିତ୍ୟ,ବୁଦ୍ଧାଦିତ୍ୟ ଯୋଗ ମଧ୍ୟ ରହିବ। ଏହାଦ୍ୱାରା କିଛି ସ୍ୱତନ୍ତ୍ର ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ଉନ୍ନତିର ରାସ୍ତା ଖୋଲିବ। ଜାଣନ୍ତୁ ସେହି ରାଶି ବିଷୟରେ..

ନିଆଁ ଲାଗିବା ପୂର୍ବରୁ ଏସିରୁ ମିଳେ ଏସବୁ ସଙ୍କେତ; ଏମିତି ଜାଣନ୍ତୁ, ଖୁବ୍ ସହଜ..

- Advertisement -

ବୃଷ – ଜ୍ୟେଷ୍ଠ ପୂର୍ଣ୍ଣିମାରୁ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଘଟିବ। ଏମାନଙ୍କୁ ଗୋଟିଏ ପରେ ଗୋଟିଏ ଲାଭ ମିଳିବ। ସମସ୍ୟାରୁ ମୁକ୍ତି ମିଳିବ। ସକରାତ୍ମକ ଚିନ୍ତାଧାରା ସହ ଆତ୍ମବିଶ୍ୱାସ ବୃଦ୍ଧି ହେବ। ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ। ଆର୍ଥିକ ସ୍ଥିତି ମଜଭୂତ ହେବ। କର୍ମକ୍ଷେତ୍ରରେ ପଦନ୍ନୋତି, ଉନ୍ନତିର ଯୋଗ ରହିଛି।

ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଜ୍ୟେଷ୍ଠ ପୂର୍ଣ୍ଣିମାରୁ ସୁବର୍ଣ୍ଣ ସୁଯୋଗ ଆରମ୍ଭ ହେବ। ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି। ଅନେକ ଉପାୟରେ ଟଙ୍କା ମିଳିବା ସହ ଆଶା କରାଯାଉନଥିବା ସ୍ଥାନରୁ ହଠାତ୍ ଧନ ପ୍ରାପ୍ତି ହେବ। ଚାକିରି ଓ ବ୍ୟବସାୟରେ ଲାଭବାନ୍ ହେବେ। ଘରେ ସୁଖଶାନ୍ତିର ବାତାବରଣ ରହିବ। ସୁଖଶାନ୍ତି ରହିବ। ବୈବାହିକ ଜୀବନ ସୁଖମୟ ହେବ।

ଧନୁ – ଧନୁ ରାଶି ବ୍ୟକ୍ତି ବିଶେଷ ପାଇଁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଅଟକି ଥିବା କାମ ଶୀଘ୍ର ପୂରଣ ହେବ। ସଫଳତା ମିଳିବ। ଧନ ଲାଭ ହେବ। ପ୍ରେମ ସମ୍ପର୍କ ମଜଭୂତ ହେବ। ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୂତ ହେବ।

ପାଦରେ ଏହି ୫ଟି ଲକ୍ଷଣ ଦେଖାଗଲେ; ଦିଏ ମଧୁମେହ ହେବାର ସଙ୍କେତ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories