ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

ବୁଧ ଗ୍ରହ ନିଜ ଘର ମିଥୁନ ରାଶିରେ ୧୪ ଜୁନରେ ପ୍ରବେଶ କରିଛନ୍ତି। ମାତ୍ର ବୁଧ ଅସ୍ତ ଅବସ୍ଥାରେ ରହିଥିଲେ। ଏବେ ୨୭ ଜୁନରୁ ବୁଧ ଉଦୟ ହେବେ। ବୁଧ ଗ୍ରହଙ୍କୁ ବ୍ୟବସାୟ, ବାଣୀ ଓ ବୁଦ୍ଧିର କାରକ ବୋଲି କୁହାଯାଏ। ତେଣୁ ବୁଧ ଗ୍ରହ ଉଦୟ ହେବା ମାତ୍ରେ ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ପଡିଥାଏ। ମାତ୍ର କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ବିଶେଷ କୃପା ପ୍ରାପ୍ତି ହେବ। ଜାଣନ୍ତୁ.. ମିଥୁନ … Continue reading ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..