www.samajalive.in
Monday, December 8, 2025
27.1 C
Bhubaneswar

ନିଆଁ ଲାଗିବା ପୂର୍ବରୁ ଏସିରୁ ମିଳେ ଏସବୁ ସଙ୍କେତ; ଏମିତି ଜାଣନ୍ତୁ, ଖୁବ୍ ସହଜ..

ଏସିରେ ନିଆଁ ଲାଗିବା, ବିସ୍ଫୋରଣର ଅନେକ ଘଟଣା ସାମ୍ନାକୁ ଆସି ସାରିଛି। ଦିଲ୍ଲୀ ଏନସିଆର ହେଉ ଅଥବା ଜୟପୁରର ଅନେକ ସ୍ଥାନରେ ଏସିରେ ନିଆଁ ଲାଗିବା ଘଟଣା ଜଣାପଡିଛି। ଜୟପୁରେ ହୋଇଥିବା ଏସିର ଏକ ବିସ୍ଫୋରଣରେ ଦମ୍ପତିଙ୍କ ମୃତ୍ୟୁ ମଧ୍ୟ ହୋଇଛି।

ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

- Advertisement -

ତେବେ ଏଭଳି କିଛି ସହଜ ଉପାୟ ରହିଛି,ଯାହା ସାହାଯ୍ୟରେ ଏସିରେ ନିଆଁ ଲାଗିବାକୁ ରୋକି ପାରିବେ। ଏଥିରେ କେବଳ ନିଜ ଜୀବନ ବଞ୍ଚାଇ ପାରିବେ ତାହା ନୁହେଁ ବରଂ ଘରକୁ ମଧ୍ୟ ସୁରକ୍ଷିତ ରଖିପାରିବେ।
ଏସିର ଡିସପ୍ଲେରେ ତାପମାତ୍ରା ନଜର ଆସିଥାଏ। ମାତ୍ର ନିଆଁ ଲାଗିବା ପୂର୍ବରୁ ଏଠାରୁ ସୂଚନା ମିଳିଥାଏ।
ଏସି ଭିତରେ କିଛି ଏରର୍ କୋଡ୍ ନଜର ଆସିଥାଏ। ସାଧାରଣତଃ ଏସିରେ ନିଆଁ ଲାଗିବାର କାରଣ ଅତିରିକ୍ତ ଗରମ କିମ୍ବା ସର୍ଟ ସର୍କିଟ୍ ହୋଇଥାଏ।

ଅନେକ ଏସି ତିଆରି ହେବା ସମୟରେ ଅତିରିକ୍ତ ଉଷ୍ଣ ହେବା ପାଇଁ ଏରର୍ କୋଡ୍ ତିଆରି କରାଯାଇଥାଏ। ଏହାଦ୍ୱାରା ଜାଣି ପାରିବେ, ଆପଣଙ୍କ ଏସି ଅତିରିକ୍ତ ଗରମ ହେଉଛି କି ନାହିଁ। ଏହାପରେ ତୁରନ୍ତ ଆପଣ ଏସି ସ୍ୱିଇଚ୍ ବନ୍ଦ କରି ଦେବେ।
ଏରର୍ କୋଡ୍ ଆସିବା ମାତ୍ରେ ଇଣ୍ଟରନେଟ୍ ସାହାଯ୍ୟରେ ଏସିର ମଡେଲ୍ ନାମ ଆଦି ସର୍ଚ୍ଚ କରି ଏରର୍ କୋଡ୍ ବିଷୟରେ ଜାଣି ପାରିବେ। ଏହାଦ୍ୱାରା ଏସିରେ ଥିବା ସମସ୍ୟା ବିଷୟରେ ଏହା ଜଣାଇଥାଏ।
ପ୍ରତ୍ୟେକ କମ୍ପାନୀର ଏସିର କୋଡ୍ (ଏରର୍ କୋଡ୍ )ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ନିଜ ଏସିର ହିଁ କୋଡ୍ କୁ ଦେଖନ୍ତୁ।
ଏରର୍ କୋଡ୍ ଦ୍ୱାରା ଏସିର ସମସ୍ୟା ବିଷୟରେ ଜାଣିବା ସହ ଛୋଟ ଛୋଟ ସମସ୍ୟାକୁ ନିଜେ ସମାଧାନ କରି ପାରିବେ।

ପାଦରେ ଏହି ୫ଟି ଲକ୍ଷଣ ଦେଖାଗଲେ; ଦିଏ ମଧୁମେହ ହେବାର ସଙ୍କେତ..

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories