ପାଦରେ ଏହି ୫ଟି ଲକ୍ଷଣ ଦେଖାଗଲେ; ଦିଏ ମଧୁମେହ ହେବାର ସଙ୍କେତ..

ମଧୁମେହ ରୋଗ ବର୍ତ୍ତମାନ ସମୟରେ ଅଧିକାଂଶଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ଅନେକ ସମୟରେ ମଧୁମେହ ଆରମ୍ଭ ହେବା ନେଇ ଲୋକେ ଏହାର କିଛି ସଙ୍କେତକୁ ଜାଣି ପାରନ୍ତି ନାହିଁ। ଅଧିକ ଥକ୍କାପଣ ଅନୁଭବ ହେବା ସହ ଅଧିକ ଶୋଷ ଲାଗିବା, ବାରମ୍ବାର ପରିଶ୍ରା ଲାଗିବା ଏହା ମଧୁମେହ ଆରମ୍ଭ ହେବାର ପ୍ରାରମ୍ଭିକ ଲକ୍ଷଣ ବୋଲି କୁହାଯାଏ। ମାତ୍ର ହୁଏତ ଆପଣ ଜାଣିନଥିବେ ମଧୁମେହ ହେବାର ସଙ୍କେତ ପାଦରୁ ମଧ୍ୟ ମିଳିଥାଏ। ପାଦର ଏହି ୫ଟି … Continue reading ପାଦରେ ଏହି ୫ଟି ଲକ୍ଷଣ ଦେଖାଗଲେ; ଦିଏ ମଧୁମେହ ହେବାର ସଙ୍କେତ..