ଅନଲାଇନକୁ ଆସିଗଲା ସ୍ମାର୍ଟ ଛତା : ଏସି ଭଳି ଦେବ ଥଣ୍ଡା ପବନ, ଦାମ୍ ଏତିିକି..

ନୂଆଦିଲ୍ଲୀ : ଏସି ଭଳି ଥଣ୍ଡା ଦେବ ଛତା। ଆଜ୍ଞା ହଁ କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟସତ। ଅନଲାଇନ ବଜାରକୁ ଆସିଛି ସେଭଳି ଏକ ଛତା। ଅସହ୍ୟ ଗରମରୁ ରାଜ୍ୟ ସମେତ ଦେଶରେ ଅଧିକାଂଶ ସ୍ଥାନରେ ଜନ ଜୀବନ ଅସ୍ତବ୍ୟସ୍ତ। ଏହି ଖରା ଗରମରେ ଘରୁ ବାହାରକୁ ବାହାରିବା ସମ୍ଭବ ହେଉ ନାହିଁ। ଘରୁ ବାହାରିବା ମାତ୍ରେ ଲୋକେ ପ୍ରଥମେ ନିଜ ହାତରେ ଛତା ଓ ପାଣି ବୋତଲ ନେଇ ଥାଆନ୍ତି। ମାତ୍ର ବଜାରକୁ … Continue reading ଅନଲାଇନକୁ ଆସିଗଲା ସ୍ମାର୍ଟ ଛତା : ଏସି ଭଳି ଦେବ ଥଣ୍ଡା ପବନ, ଦାମ୍ ଏତିିକି..