BJD Bijuli 480×75 Mob

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଥମ

BJD Bijuli 480×75 Mob

ଡେସ୍କ: କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶ ଭିତରେ ପ୍ରଥମ ସ୍ଥାନ ହାସଲ କରିଛି। ଗତବର୍ଷ ଏହା ଚତୁର୍ଥ ସ୍ଥାନରେ ଥିଲା। ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ପ୍ରଫେସର ସିଂହ କହିଥିଲେ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶର ଅନ୍ୟତମ ବୃହତ୍ତମ ଅନୁଷ୍ଠାନ ଯାହା ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଥାଏ।

ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ

ସେ କହିଛନ୍ତି ଯେ ଡିୟୁ ଭଳି ବଡ଼ ଅନୁଷ୍ଠାନକୁ ଛୋଟ ଅନୁଷ୍ଠାନ ସହ ତୁଳନା କରିବା ଠିକ୍ ନୁହେଁ। କେନ୍ଦ୍ରୀୟ ଲୋକସେବା ଆୟୋଗ ୨୦୨୩ର ଫଳାଫଳରେ ବିଶ୍ୱବିଦ୍ୟାଳୟର ଦୁଇ ଜଣ ପୂର୍ବତନ ଛାତ୍ରଙ୍କୁ ଚୟନ କରାଯାଇଥିବାରୁ କୁଳପତି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । କ୍ୟୁଏସ୍ ୱାର୍ଲ୍ଡ ଏକ ବାର୍ଷିକ ପ୍ରକାଶନ ଯାହା ବିଷୟ ଉପରେ ଆଧାରିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମାନ୍ୟତା ପ୍ରଦାନ କରିଥାଏ।

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ – ପଶ୍ଚିମବଙ୍ଗରେ ସର୍ବାଧିକ ଓ ବିହାରରେ ସର୍ବନିମ୍ନ ମତଦାନ

Comments are closed.