ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ – ପଶ୍ଚିମବଙ୍ଗରେ ସର୍ବାଧିକ ଓ ବିହାରରେ ସର୍ବନିମ୍ନ ମତଦାନ

ଡେସ୍କ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ଓ ବିହାରରେ ସର୍ବନିମ୍ନ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ୭୭.୫୭%, ତ୍ରିପୁରାରେ ୭୬.୧୦%, ପୁଡୁଚେରୀରେ ୭୨.୮୪%, ଆସାମରେ ୭୦.୭୭%, ମେଘାଳୟରେ ୬୯.୯୧% ଏବଂ ମଣିପୁରରେ ୬୭.୯୦% ମତଦାନ ହୋଇଛି। ବିହାରରେ ସର୍ବନିମ୍ନ ୪୬.୩୨% ମତଦାନ ହୋଇଥିବା ବେଳେ ରାଜସ୍ଥାନରେ ୫୦.୨୭%, ମିଜୋରାମରେ ୫୨.୯୧% ଏବଂ ମହାରାଷ୍ଟ୍ରରେ ୫୪.୮୫% ମତଦାନ ହୋଇଛି।

ମାନସିକ ପାଇଁ ଆସିଥିଲେ, ଚାଲିଗଲା ଜୀବନ

Comments are closed.