ମାନସିକ ପାଇଁ ଆସିଥିଲେ, ଚାଲିଗଲା ଜୀବନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସରଧା ଗାଁ ନିକଟ ମହାନଦୀରେ ଡଙ୍ଗା ବୁଡ଼ି ଏକ ବଡ଼ଧରଣର ଅଘଟଣ ହୋଇଛି। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଏହି ଅଘଟଣ ହୋଇଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଦେବଦୂତ ସାଜି ପ୍ରାୟ ୪୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ତେବେ ସନ୍ଧ୍ୟା ସାଢ଼େ ୬ଟାରେ ଖବର ଲେଖାଯିବା ପର୍ଯ୍ୟନ୍ତ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏହାବ୍ୟତୀତ ପ୍ରାୟ ୭ ଜଣ ନିଖୋଜ ଥିବା କୁହାଯାଉଛିୀ। ଖବର ପାଇ … Continue reading ମାନସିକ ପାଇଁ ଆସିଥିଲେ, ଚାଲିଗଲା ଜୀବନ