ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ – ପଶ୍ଚିମବଙ୍ଗରେ ସର୍ବାଧିକ ଓ ବିହାରରେ ସର୍ବନିମ୍ନ ମତଦାନ

ଡେସ୍କ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ଓ ବିହାରରେ ସର୍ବନିମ୍ନ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ୭୭.୫୭%, ତ୍ରିପୁରାରେ ୭୬.୧୦%, ପୁଡୁଚେରୀରେ ୭୨.୮୪%, ଆସାମରେ ୭୦.୭୭%, ମେଘାଳୟରେ ୬୯.୯୧% ଏବଂ ମଣିପୁରରେ ୬୭.୯୦% ମତଦାନ ହୋଇଛି। ବିହାରରେ ସର୍ବନିମ୍ନ ୪୬.୩୨% ମତଦାନ ହୋଇଥିବା ବେଳେ ରାଜସ୍ଥାନରେ ୫୦.୨୭%, ମିଜୋରାମରେ ୫୨.୯୧% ଏବଂ ମହାରାଷ୍ଟ୍ରରେ ୫୪.୮୫% ମତଦାନ ହୋଇଛି। Related Posts ୟୁକୋ ବ୍ୟାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ  May 3, 2024 ମରାମତି … Continue reading ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ – ପଶ୍ଚିମବଙ୍ଗରେ ସର୍ବାଧିକ ଓ ବିହାରରେ ସର୍ବନିମ୍ନ ମତଦାନ