ଭୁବନେଶ୍ୱର : ରାଜ୍ୟରେ ଥଣ୍ଡା ଅନୁଭବ ହେବା ସହ ଧିରେ ଧିରେ ଖସୁଛି ପାରଦ। କେତେକ ସ୍ଥାନରେ ଥଣ୍ଡାର ଅଧିକ ପ୍ରଭାବ ଦେଖାଗଲାଣି। ଗତ ୨୪ ଘଣ୍ଟାରେ ଜି.ଉଦୟଗିରି ସବୁଠାରୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ କରାଯାଇଛି। ୧୩ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ଏହାସହ କୋରାପୁଟ ୧୩.୮, କିରେଇ ୧୪, ଦାରିଙ୍ଗବାଡି ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି।
— Meteorological Centre, Bhubaneswar (@mcbbsr) October 27, 2023



