ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର
ଭୁବନେଶ୍ୱର : ରାଜ୍ୟରେ ଅନୁଭୂତ ହେଲାଣି ଶୀତ। ୧୦ ଡିଗ୍ରୀ ତଳକୁ ଖସିଛି ଜି.ଉଦୟଗିରି ତାପମାତ୍ରା। ୯ ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରି ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି।
#କନ୍ଧମାଳ ଜିଲ୍ଲା ରେ #୧୦ଡ଼ିଗ୍ରୀ ତଳକୁ ଖସିଲା ପାରଦ
ଜି.ଉଦୟଗିରି ରେ ରାତ୍ରି ତାପମାତ୍ରା #୯ଡ଼ିଗ୍ରୀ ରେକର୍ଡ #କୋରାପୁଟ: ୧୧.୫°C#ସେମିଳିଗୁଡା: ୧୧.୫°C #ଫୁଲବାଣୀ:୧୨°C#ଦାରିଙ୍ଗବାଡି: ୧୨.୫°C #କିରେଇ: ୧୩.୨°C #କେନ୍ଦୁଝର: ୧୪.୮°C #ଭବାନୀପାଟଣା:୧୫°C #ହୀରାକୁଦ:୧୫.୧°C #ଝାରସୁଗୁଡା: ୧୫.୪°C pic.twitter.com/QNm2SdGj3Q— Meteorological Centre, Bhubaneswar (@mcbbsr) November 9, 2023
ସେହିପରି କୋରାପୁଟ ୧୧.୫, ଫୁଲବାଣୀ ୧୨, ଦାରିଙ୍ଗବାଡି ୧୨.୫, ଅନୁଗୁଳ ୧୪.୬, କେନ୍ଦୁଝର ୧୪.୮, ଭବାନୀପାଟଣା ୧୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ଟ୍ୱିନ ସିଟିରେ ୨୦ ଡିଗ୍ରୀ ତଳକୁ ଖସିଲା ପାରଦ ଖସିଛି। କଟକରେ ତାପମାତ୍ରା ୧୯ ଓ ଭୁବନେଶ୍ୱରର ତାପମାତ୍ରା ୧୮.୫ ଡିଗ୍ରୀ ରେକର୍ଡ ହୋଇଛି।
ଟ୍ୱିନ ସିଟି #ଭୁବନେଶ୍ୱର ଏବଂ #କଟକ ରେ#୨୦ଡ଼ିଗ୍ରୀ ତଳକୁ ଖସିଲା ପାରଦ
କଟକ ରେ #୧୯ଡ଼ିଗ୍ରୀ ଏବଂ #ଭୁବନେଶ୍ୱର ରେ ୧୮.୫ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ
— Meteorological Centre, Bhubaneswar (@mcbbsr) November 9, 2023
Comments are closed.