www.samajalive.in
Tuesday, December 9, 2025
16.1 C
Bhubaneswar

ରାଉରକେଲାରେ ଇଂରାଜୀ ମାଧ୍ୟମ ଛାତ୍ରଙ୍କୁ ବିଭତ୍ସ ହତ୍ୟା – ତିନି ସାଙ୍ଗ କରିଛନ୍ତି ଏପରି ହୀନ କାର୍ଯ୍ୟ

ରାଉରକେଲା- ଜଣେ ଇଂରାଜୀ ମାଧ୍ୟମ ଛାତ୍ରଙ୍କୁ ପଥରରେ ଛେଚି ପେଟରେ ବୋତଲ ଭୁସି ହତ୍ୟା କରାଯାଇଛି । ରବିବାର ଗଣେଶ ପୂଜା ଭସାଣିକୁ ଯାଇଥିଲା ରୁଦ୍ର ପାଢ଼ୀ । ଘରକୁ ନ ଫେରିବାରୁ ରଘୁନାଥପାଲି ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ଟାଙ୍ଗରାପଲି ଥାନା ହେଟେଟ ରୋଡରେ ତାଙ୍କ ମୃତଦେହ ଠାବ କରାଯାଇଥିଲା।

ତାଙ୍କ ମୁଣ୍ଡକୁ ପଥରରେ ଛେଚା ଯାଇଥିବା ବେଳେ ପେଟକୁ ବୋତଲରେ ଭୁସା ଯାଇଥିଲା । ଏଥିରେ ସମ୍ପୃକ୍ତ ତିନି ଛାତ୍ରଙ୍କୁ ପୁଲିସ ଅଟକ ରଖିଛି। ସୋମବାର ରାତିରେ ସେହି ବସ୍ତି ଲୋକ ହିଁ ସନ୍ଦେହରେ ତାର ଜଣେ ସାଙ୍ଗକୁ ଧରି ପୁଲିସ ଜିମା ଦେଇଥିଲେ। ପୁଲିସ ପଚରାଉଚୁରା ପରେ ଅଭିଯୁକ୍ତ ଦୋଷ ସ୍ୱୀକାର କରିଛି ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories