www.samajalive.in
Tuesday, December 9, 2025
16.1 C
Bhubaneswar

ବଢୁଛି ଚିନିର ଦାମ – ଲାଗିବ ଲଗାମ, ସରକାର ଗ୍ରହଣ କଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ – ଏବେ ଚିନିର ଦାମ ବୃଦ୍ଧି ପାଇବାରେ ଲାଗିଛି । ଏହାର ଦାମ ଉପପରେ ଲଗାମ ଲଗାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଚିନିକୁ ବଡ ବଡ ବ୍ୟବସାୟୀମାନେ ଷ୍ଟକ୍‌ରେ ଅଧିକ ପରିମାଣରେ ରଖିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି । ପ୍ରତି ସପ୍ତାହରେ ଷ୍ଟକରେ କେତେ ଚିନି ରହିଛି ତାହା ସରକାରଙ୍କୁ ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛି । ସପ୍ତାହର ପ୍ରତି ସୋମବାର ଦିନ ବଡବଡ ବ୍ୟବସାୟୀ ଚିନିର ଷ୍ଟକ୍‌ ବିଷୟରେ ସରକାରଙ୍କୁ ଜଣାଇବେ ।

ଖାଦ୍ୟ ଉପଭୋକ୍ତା ମନ୍ତ୍ରାଳୟରୁ ଏ ବିଷୟରେ ସୂଚନା ଦିଆଯାଇଛି । ସରକାର ଏବେ ଚିନିର ଦାମ ନିୟନ୍ତ୍ରଣ ରଖିବାରେ ସଫଳ ହୋଇଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏବେ ଆଉ ଦାମ ବେଶି ବଢିବ ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

- Advertisement -

ଯେଉଁମାନେ ଏହି ନିୟମ ପାଳନ କରିବେ ନାହିଁ ତାଙ୍କ ବିରୋଧରେ କଜଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories