www.samajalive.in
Monday, December 8, 2025
16.1 C
Bhubaneswar

ବନ୍ଧୁର ଅନ୍ୟ ନାମ ସାହାରା

ଆଜିର ଦିନରେ ପ୍ରକୃତ, ମୂଲ୍ୟବାନ ଓ ଦୃଢ ବନ୍ଧୁତ୍ୱର ସମ୍ପର୍କ ବହୁତ କମ୍‍ ଦେଖିବାକୁ ମିଳେ। ଜୀବନରେ ଜଣେ ପ୍ରକୃତ ବନ୍ଧୁ ସବୁ ସମୟରେ ସବୁ ପରିସ୍ଥିତିରେ ଆପଣଙ୍କ ସାଥିରେ ରହିବା ସହିତ ପରିସ୍ଥିତି ସହିତ ମୁକାବିଲା କରିବା ପାଇଁ ସାହାସ ଓ ପ୍ରେରଣା ଦେଇଥାଏ। ବନ୍ଧୁତ୍ୱର ଅନେକ ମହାନ ଗାଥାର ସାକ୍ଷୀ ରହିଛି ଇତିହାସ । କିଛି ଲୋକ ବନ୍ଧୁ ପାଇଁ ଜୀବନ ଦେବାକୁ ମଧ୍ୟ ପଛେଇ ନାହାନ୍ତି। କୁହାଯାଏ ପିତା-ମାତାଙ୍କ ପରେ ଯଦି କେହି ଆମକୁ ଅତି ନିକଟରୁ ଜାଣିଥାଏ, ସେ ହେଉଛି ଆମ ‘ବନ୍ଧୁ’।

ଜୀବନରେ ବେଳେବେଳେ ଆମେ ଏପରି ଜଟିଳତାରେ ଫସିଯାଆନ୍ତି, ଯେତେବେଳେ ଆମେ ଇଚ୍ଛା କରି ମଧ୍ୟ କାହାର ସହାୟତା ନେଇ ପାରନ୍ତି ନାହିଁ। ସେହି ସମୟରେ କେବଳ ଗୋଟିଏ ବ୍ୟକ୍ତି ହିଁ ସାହାରା ହୋଇ ଆମ ପାଖରେ ଠିଆ ହୋଇଥାଏ। ସେ ହେଉଛି ଆମ ବନ୍ଧୁ। ଜୀବନର ସେହି ଜଟିଳ ସୂତାଖିଅରୁ ଆମକୁ ସେ ହିଁ ମୁକୁଳାଇ ଥାଏ। ବନ୍ଧୁ ସବୁବେଳେ ଆମ ହୃଦୟର ଭାଷାକୁ ପଢି ପାରିଥାଏ। ନିଶ୍ଚିତ ରୂପେ, ଯଦି ଆମ ବନ୍ଧୁ ଆମ ସହ ଅଛି ତେବେ ଆମେ ବଡ଼ ରୁ ବଡ଼ ଆହ୍ୱାନକୁ ଗ୍ରହଣ କରି ତା’ ଉପରେ ବିଜୟ ହାସଲ କରିପାରିବା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories