Browsing Tag

MP news

୨୨୫ କୋଟିର ଟିକସ ଚୋରି, ମୁମ୍ବଇରୁ ପାନ ମସଲା ଉଦ୍ୟୋଗୀ ଗିରଫ

ଇନ୍ଦୋର: ବେଆଇନ ଭାବେ ପାନମସଲା ଏବଂ ଗୁଟ୍‌ଖା ବିକ୍ରି କରି ୨୨୫ କୋଟି ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ ଇନ୍ଦୋରର ଜଣେ ଉଦ୍ୟୋଗୀ ଗିରଫ ହୋଇଛନ୍ତି। ଜିଏସଟି ଗୁଇନ୍ଦା ନିର୍ଦେଶାଳୟ ପକ୍ଷରୁ ତାଙ୍କୁ ମୁମ୍ବଇର ଏକ…
Read More...

ମଧ୍ୟପ୍ରଦେଶରେ ଭାଇରାଲ ଭିଡିଓ ରାଜନୀତି; ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ଜଣଙ୍କ ନାମରେ ଏତଲା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କର ଏକ ଭିଡିଓ ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଏହି ଭିଡିଓକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ନିଜ ଟ୍ବିଟର ଆକାଉଣ୍ଟରେ…
Read More...

ଲକଡାଉନରେ ବିବାହ କରି ହଟହଟା; ୨ ଦିନ ପରେ କନ୍ୟା କରୋନା ପଜିଟିଭ, ବର ସମେତ ୩୨ କ୍ବାରେଣ୍ଟାଇନରେ

ଭୋପାଳ: ଦେଶରେ କରୋନା ଭୂତାଣୁ ଯୋଗୁ ଲକ୍‌ଡାଉନ ଲାଗୁ କରାଯାଇଛି। ଏହି ସମୟରେ ମଧ୍ୟରେ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଥିବାବେଳେ ବିବାହ ଓ ଅନ୍ୟାନ୍ୟ ଉତ୍ସବ ପାଇଁ କିଛି ନିୟମ ଧାର୍ଯ୍ୟ…
Read More...

ରାସ୍ତାରେ ସନ୍ତାନ ଜନ୍ମ ଦେବା ପରେ ୧୭୦ କିଲୋମିଟର ଚାଲିଲେ ମହିଳା

ଭୋପାଳ: ରାସ୍ତାରେ ପ୍ରସବ କରିବା ପରେ ଜଣେ ମହିଳା ଦୀର୍ଘ ୧୭୦ କିଲୋମିଟର ଚାଲିଛନ୍ତି। ଲକଡାଉନ ଯୋଗୁ ନିଜ ଘରକୁ ଫେରିବା ସମୟରେ ଏଭଳି ଘଟଣା ଘଟିଛି। ମହିଳାଙ୍କ ଘର ମଧ୍ୟପ୍ରଦେଶରେ। ସେ ମହାରାଷ୍ଟ୍ରର ନାସିକରୁ ପରିବାର…
Read More...

କରୋନା: ଆଉ ଜଣେ ଥାନା ଅଧିକାରୀ ମୃତ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ଭୂତାଣୁ ଯୋଗୁ ଆଉ ଜଣେ ଥାନା ଅଧିକାରୀଙ୍କ ଜୀବନ ଯାଇଛି। କରୋନା ପ୍ରଭାବିତ ଅଞ୍ଚଳରେ ଡ୍ୟୁଟିରେ ଥିବା ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କ ନାମ ଯଶୱନ୍ତ ପାଲ। ସେ…
Read More...

କରୋନା ଯୋଦ୍ଧାଙ୍କ ମୃତ୍ୟୁ: ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ, ପତ୍ନୀଙ୍କୁ ଏସଆଇ ଚାକିରି ଦେବାକୁ ଘୋଷଣା

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ପୁଲିସ ଇନ୍ସପେକ୍ଟର ଦେବେନ୍ଦ୍ର ଚନ୍ଦ୍ରବଂଶୀଙ୍କର କରୋନା ଭୂତାଣୁରେ ମୃତ୍ୟୁ ଘଟିଛି। କରୋନା ବିରୋଧରେ ଲଢ଼େଇ ଶେଷରେ ସେ ପ୍ରାଣ ହରାଇଛନ୍ତି। ଏହି କରୋନା ଯୋଦ୍ଧାଙ୍କ ମୃତ୍ୟୁ…
Read More...

କରୋନାରେ ଥାନା ଅଧିକାରୀଙ୍କ ମୃତ୍ୟୁ

ଇନ୍ଦୋର: କରୋନା ଭୂତାଣୁ ଯୋଗୁ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏହା ପଛକୁ ରହିଛି ମଧ୍ୟପ୍ରଦେଶ। ଏହା ମଧ୍ୟରେ ଇନ୍ଦୋରରେ ଜଣେ ଥାନା…
Read More...

କରୋନାରେ ପ୍ରାଣ ହରାଇଲେ ଭୋପାଳ ଗ୍ୟାସ ଦୁର୍ଘଟଣାର ୫ ପୀଡ଼ିତ

ଭୋପାଳ/ଇନ୍ଦୋର: ୩୫ ବର୍ଷ ତଳେ ମଧ୍ୟପ୍ରଦେଶର ଭୋପାଳରେ ଘଟିଥିବା ଗ୍ୟାସ ଦୁର୍ଘଟଣାରେ ପୀଡ଼ିତ ୫ ବ୍ୟକ୍ତି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହି ୫ ଜଣ ସେତେବେଳେ ଗ୍ୟାସ ଟ୍ରାଜେଡିର ଶିକାର…
Read More...

କରୋନା ସନ୍ଦିଗ୍ଧଙ୍କୁ ଠାବ ବେଳେ ସ୍ବାସ୍ଥ୍ୟକର୍ମୀଙ୍କୁ ପଥରମାଡ଼, ୨ ମହିଳା ଡାକ୍ତର ଆହତ

ଇନ୍ଦୋର: କରୋନା ବିରୋଧୀ ଯୁଦ୍ଧରେ ସ୍ବାସ୍ଥ୍ୟକର୍ମୀମାନେ ହେଉଛନ୍ତି ପ୍ରମୁଖ ଯୋଦ୍ଧା, ଯିଏ ନିଜ ଜୀବନକୁ ବାଜି ଲଗାଇ ଦେଶବାସୀଙ୍କ ସେବାରେ ଲାଗିପଡ଼ିଛନ୍ତି। କିନ୍ତୁ ଏହି ଯୋଦ୍ଧାମାନଙ୍କୁ କାର୍ଯ୍ୟ ସମୟରେ ଆକ୍ରମଣ…
Read More...

ଶିବରାଜ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ୪ର୍ଥ ଥର ପାଇଁ ନେଲେ ଶପଥ

ଭୋପାଳ: ମଧ୍ୟପ୍ରଦେଶରେ ଗତ ୧ ମାସ ଧରି ଲାଗି ରହିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସୋମବାର ରାତିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…
Read More...