bjd gruha runa
Browsing Tag

MP news

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ !

ଭୋପାଳ: ମଧ୍ୟପ୍ରଦେଶରେ ଗତ ୧ ମାସ ଧରି ଲାଗି ରହିଥିବା ରାଜନୈତିକ ସଙ୍କଟର ଅବସାନ ସୋମବାର ଘଟିବ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ରାତି ୭ଟାରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ…
Read More...

କାଲି କମଲନାଥଙ୍କ ଫ୍ଲୋର ଟେଷ୍ଟ, ସୁପ୍ରିମକୋର୍ଟ ଦେଲେ ନିର୍ଦେଶ

ଭୋପାଳ: ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ସଙ୍କଟରେ ଶୁକ୍ରବାର ପୂର୍ଣ୍ଣଚ୍ଛେଦ ପଡ଼ିବ। କାରଣ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଶୁକ୍ରବାର ବହୁମତ ପରୀକ୍ଷା ଦେବାକୁ ପଡ଼ିବ। ଏ ନେଇ ଗୁରୁବାର ସୁପ୍ରିମକୋର୍ଟ ନିର୍ଦେଶ…
Read More...

ମଧ୍ୟପ୍ରଦେଶ ସରକାରଙ୍କ ଶକ୍ତି ପରୀକ୍ଷା: ଆସନ୍ତାକାଲିକୁ ଘୁଞ୍ଚିଲା ଶୁଣାଣି, କମଲନାଥଙ୍କୁ ନୋଟିସ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି ରହିଛି। କମଲନାଥ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ନିଜର ବହୁମତ ପ୍ରମାଣ ପାଇଁ ବିଜେପି ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରମିକୋର୍ଟ ବୁଧବାର…
Read More...

ମଧ୍ୟପ୍ରଦେଶ ସଙ୍କଟ: ଫ୍ଲୋର ଟେଷ୍ଟ ଦାବିରେ ସୁପ୍ରିମକୋର୍ଟ ପହଞ୍ଚିଲା ବିଜେପି

ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି ରହିଛି। ଯଦିଓ ସୋମବାର ବାଚସ୍ପତି ବିଧାନସଭାକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି, ତଥାପି ରାଜ୍ୟ ସରକାରଙ୍କ ପ୍ରତି ବିପଦ ଟଳିନାହିଁ। ସୋମବାର…
Read More...

କମଲନାଥ ସରକାରଙ୍କୁ ୧୦ ଦିନ ଅଶ୍ଵସ୍ତି, ୨୬ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ

ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ କମଲନାଥ ସରକାରଙ୍କୁ ସାମାନ୍ୟ ଅଶ୍ଵସ୍ତି ମିଳିଛି। ସୋମବାର ସରକାରଙ୍କୁ ବହୁମତ ପରୀକ୍ଷା ଦେବା ଲାଗି ବାଚସ୍ପତି ନିର୍ଦେଶ ଦେଇପାରନ୍ତି ବୋଲି ଆଶଙ୍କା…
Read More...

ମଧ୍ୟପ୍ରଦେଶ ସଙ୍କଟ: ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ, ବହୁମତ ପରୀକ୍ଷା ପାଇଁ ସରକାର ପ୍ରସ୍ତୁତ

ଭୋପାଳ: ମଧ୍ୟପ୍ରଦେଶରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ଶୁକ୍ରବାର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି। ସେ ରାଜ୍ୟପାଳଙ୍କୁ ଏକ ଚିଠି ପ୍ରଦାନ କରି ବିଜେପି ବିରୋଧରେ…
Read More...

ସିନ୍ଦିଆଙ୍କ ବିରୋଧରେ ପୁଣି ଖୋଲିଲା ଜାଲିଆତି ମାମଲା

ଭୋପାଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବାର ଦିନକ ପରେ ତାଙ୍କ ବିରୋଧରେ ଥିବା ଜାଲିଆତି ମାମଲାକୁ ପୁନର୍ବାର ଖୋଲାଯାଇଛି। ମଧ୍ୟପ୍ରଦେଶ ଅର୍ଥନୈତିକ ଅପରାଧ…
Read More...

ମଧ୍ୟପ୍ରଦେଶ ସଙ୍କଟ: ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାକୁ କଂଗ୍ରେସର ଉଦ୍ୟମ

ଭୋପାଳ: ମଧ୍ୟପ୍ରଦେଶରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜ୍ୟ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ସିନ୍ଦିଆଙ୍କ ପରେ ପରେ ୨୨ ବିଧାୟକ ଇସ୍ତଫା ଦେବାରୁ ମୁଖ୍ୟମନ୍ତ୍ରୀ…
Read More...

କମଲନାଥ ସରକାର ପ୍ରତି ବିପଦ ଘନେଇଲା: ୭ ବିଧାୟକ ଦେଇପାରନ୍ତି ଇସ୍ତଫା

ଭୋପାଳ: ମଧ୍ୟପ୍ରଦେଶରେ ୩ ଦିନ ଧରି ରାଜନୈତିକ ସଙ୍କଟ ଜାରି ରହିଛି। ରାଜ୍ୟରେ କମଲନାଥଙ୍କ କଂଗ୍ରେସ ସରକାର ପ୍ରତି ବିପଦ ଘନଉଛି। ମୁଖ୍ୟମନ୍ତ୍ରୀ କମଲନାଥ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସହିତ ମିଶି ଡ୍ୟାମେଜ…
Read More...

ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା: କଂଗ୍ରେସର ଅଭିଯୋଗ- ଶାସକ ବିଧାୟକଙ୍କୁ ବନ୍ଧକ ରଖିଛି ବିଜେପି

ନୂଆଦିଲ୍ଲୀ/ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶାସକ ଦଳର ବିଧାୟକଙ୍କୁ ବିଜେପି କିଣିବାକୁ ଉଦ୍ୟମ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଅଭିଯୋଗ…
Read More...