ବିଷାକ୍ତ ମଦ ପିଇ ୧୦ ମୃତ, ୨୦ରୁ ଅଧିକ ଅସୁସ୍ଥ samajalive Jan 12, 2021 ଭୋପାଳ: ବିଷାକ୍ତ ମଦ ଯୋଗୁ ଚାଲିଯାଇଛି ୧୦ ଜୀବନ। ୨୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ମୋରେନା ଜିଲାରେ। ଘଟଣାକୁ ନେଇ… Read More...
ଧୁମ୍ଧାମରେ ହେଲା ଦୁଇ କୁକୁରଙ୍କ ବିବାହ, ୮୦୦ ଲୋକଙ୍କୁ ଭୋଜିଦେଲେ ଗ୍ରାମବାସୀ samajalive Jan 11, 2021 ନିଭାଡ଼ି: ମଣିଷଙ୍କ ମଧ୍ୟରେ ବିବାହ ସାଧାରଣ କଥା। କେତେକ ସ୍ଥାନରେ ପରମ୍ପରା ଅନୁସାରେ ବୃକ୍ଷ ବିବାହ ବି ଅନୁଷ୍ଠିତ ହୁଏ। କିନ୍ତୁ ଦୁଇ କୁକୁରଙ୍କ ମଧ୍ୟରେ ବିବାହ କଥା କେବେ ଶୁଣିଛନ୍ତି ? ଏପରି ଏକ ଅଜବ ବିବାହ… Read More...
ଲଭ୍ ଜିହାଦ ବିରୋଧରେ ଆଇନ ଲାଗୁ କଲେ ମଧ୍ୟପ୍ରଦେଶ ସରକାର, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ samajalive Jan 9, 2021 ଭୋପାଳ: ମଧ୍ୟପ୍ରଦେଶରେ ଶନିବାରଠାରୁ ଲଭ୍ ଜିହାଦ ବିରୋଧରେ ଆଇନ ଲାଗୁ ହୋଇଛି। ରାଜ୍ୟ ସରକାର ଏଥିପାଇଁ ଅଧିସୂଚନା ଜାରି କରିଛନ୍ତି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଶନିବାର ଧାର୍ମିକ ସ୍ବତନ୍ତ୍ରତା… Read More...
‘ସୁନ୍ଦରୀ’ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଶିବରାଜ samajalive Dec 9, 2020 ଭୁବନେଶ୍ଵର: ବାଘୁଣୀ ‘ସୁନ୍ଦରୀ’ର ଯତ୍ନ ନେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇନେବା ପର୍ଯ୍ୟନ୍ତ ତା’ର… Read More...
ନଈ ମଝିରେ ସେଲ୍ଫି ନେବା ବେଳେ ମାଡ଼ି ଆସିଲା ପାଣି; ୨ ଯୁବତୀଙ୍କୁ ଉଦ୍ଧାର କଲା ପୁଲିସ samajalive Jul 24, 2020 ଭୋପାଳ: ମଝି ନଈରେ ସେଲ୍ଫି ନେବା ବେଳେ ମାଡ଼ି ଆସିଲା ବନ୍ୟାଜଳ। ଚାହୁଁ ଚାହୁଁ ପାଣିରେ ଫସିଗଲେ ୨ ଯୁବତୀ। ଶେଷରେ ଖବର ପାଇ ପୁଲିସ ପହଞ୍ଚି ସମସ୍ତଙ୍କୁ ବିପଦ ମୁହଁରୁ ଉଦ୍ଧାର କଲା। କରୋନା ଭୂତାଣୁକୁ ନେଇ ଲକ୍ଡାଉନ… Read More...
ବାଚସ୍ପତିଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା; କହିଲେ ରାମ ମନ୍ଦିର ନିର୍ମାଣରୁ କରୋନାର ବିନାଶ ଆରମ୍ଭ ହେବ samajalive Jul 23, 2020 ଭୋପାଳ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିଦିନ ବଢ଼ୁଥିବାବେଳେ ବିଭିନ୍ନ ରାଜ୍ୟର ସରକାରମାନେ ଏହାକୁ ରୋକିବାକୁ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଏହା ଭିତରେ ମଧ୍ୟପ୍ରଦେଶର କାମଚଳା ବାସ୍ପତି ରାମେଶ୍ଵର ଶର୍ମାଙ୍କ ଏକ… Read More...
ଏସିଆର ସବୁଠୁ ବଡ଼ ସୌର ବିଦ୍ୟୁତ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ samajalive Jul 10, 2020 ଭୋପାଳ: ଏସିଆର ସବୁଠୁ ବଡ଼ ସୋଲାର ପାୱାର ପ୍ଲାଣ୍ଟ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଧ୍ୟପ୍ରଦେଶର ରେୱାଠାରେ ଏହି ସୋଲାର ପାୱାର ପ୍ଲାଣ୍ଟ ନିର୍ମାଣ ହୋଇଛି। ଏଥିରୁ ୭୫୦ ମେଗାୱାଟ୍… Read More...
ପ୍ଲାଜ୍ମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ samajalive Jul 9, 2020 ନୂଆଦିଲ୍ଲୀ: ବିଜେପି ନେତା ତଥା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ପରେ ସେ ଗୁରୁବାର ନିଜର ପ୍ଲାଜମା ଦାନ କରିଛନ୍ତି। ଏହି ପ୍ଲାଜମା ବଳରେ ଅନ୍ୟ ସଂକ୍ରମିତ ରୋଗୀଙ୍କ… Read More...
ଶିବରାଜଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ; ଶପଥ ନେଲେ ୨୦ କ୍ୟାବିନେଟ ଓ ୮ ରାଷ୍ଟ୍ରମନ୍ତ୍ରୀ samajalive Jul 2, 2020 ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ମନ୍ତ୍ରିମଣ୍ଡଳରେ ୨୦ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ଗୁରୁବାର ରାଜଭବନରେ… Read More...
୨୨୫ କୋଟିର ଟିକସ ଚୋରି, ମୁମ୍ବଇରୁ ପାନ ମସଲା ଉଦ୍ୟୋଗୀ ଗିରଫ samajalive Jun 16, 2020 ଇନ୍ଦୋର: ବେଆଇନ ଭାବେ ପାନମସଲା ଏବଂ ଗୁଟ୍ଖା ବିକ୍ରି କରି ୨୨୫ କୋଟି ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ ଇନ୍ଦୋରର ଜଣେ ଉଦ୍ୟୋଗୀ ଗିରଫ ହୋଇଛନ୍ତି। ଜିଏସଟି ଗୁଇନ୍ଦା ନିର୍ଦେଶାଳୟ ପକ୍ଷରୁ ତାଙ୍କୁ ମୁମ୍ବଇର ଏକ… Read More...