Browsing Tag

gurudijhatia

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁଡିଝାଟିଆ ପଞ୍ଚାୟତରେ ବିଶୋଧକ ସିଞ୍ଚନ

ଗୁରୁଡିଝାଟିଆ: କରୋନାର ୨ୟ ଲହରରେ ଗାଁ ଗାଁରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗାଁ ଓ ସାହିମାନଙ୍କରେ ସଂକ୍ରମିତ ହାରକୁ ଭାଙ୍ଗିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଧାୟକ ତଥା ମନ୍ତ୍ରୀ…
Read More...

ଯୁବ ଇଞ୍ଜିନିୟରଙ୍କ କରୋନାରେ ମୃତ୍ୟୁ

ଗୁରୁଡିଝାଟିଆ: ଯୁବ ଇଞ୍ଜିନିୟର ମୃତ୍ୟୁଞ୍ଜୟ ପ୍ରଧାନ(୩୬) ଙ୍କ କରୋନାରେ ମୃତ୍ୟୁ ଘଟିଛି। ସ୍ୱର୍ଗତ ପ୍ରଧାନ ଜଣେ ମେଧାବୀ ଛାତ୍ର ଭାବରେ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ପାଶ୍ କଲାପରେ ଗୁଜୁରାଟର ରାଜକୋଟଠାରେ…
Read More...

ନଦୀକୂଳ ୮ ପଞ୍ଚାୟତରେ ପ୍ରାଣୀ ସଂପଦ ବିପର୍ଯ୍ୟସ୍ତ: କଖଡି, ବ୍ରହ୍ମପୁର ପ୍ରାଣୀଧନ ସହାୟକ କେନ୍ଦ୍ରରେ ସ୍ଥାୟୀ ନିଯୁକ୍ତି…

ଗୁରୁଡିଝାଟିଆ: ନଦୀକୂଳ ୮ପଞ୍ଚାୟତରେ ପ୍ରାଣୀ ସଂପଦ ବିପର୍ଯ୍ୟସ୍ତ। ସ୍ଥାୟୀ ଭାବରେ ପ୍ରାଣୀଧନ ନିରୀକ୍ଷକ ଦୀର୍ଘଦିନ ହେଲା ନିଯୁକ୍ତି ପାଇନାହାନ୍ତି। ଗୁରୁଡିଝାଟିଆ ପ୍ରାଣୀ ଚିକତ୍ସାଳୟ ଅଧିନସ୍ଥ କୁମାରପୁର ପ୍ରାଣୀଧନ…
Read More...

ତୃଣମୂଳସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଚିକିତ୍ସା ଉପକରଣ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡରୁ କରୋନାକୁ ଦମନ କରିବା ସହିତ ଜନସାଧାରଣଙ୍କ ଭିତରେ ସଚେତନତାର ବାର୍ତ୍ତା ପ୍ରଦାନ କରିବା କ୍ଷେତ୍ରରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ମହିଳା, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଆଶାମାନଙ୍କ ଭୂମିକା…
Read More...

ବାଳି, ସାରକୋଳି, କୁଷ୍ପଙ୍ଗି କ୍ଷୁଦ୍ର ନିଷିଦ୍ଧାଞ୍ଚଳ ଘୋଷଣା

ଗୁରୁଡିଝାଟିଆ: କରୋନାର ୨ୟ ଲହରରେ ବାଳି, କୁଷ୍ପଙ୍ଗି ଓ ସାରକୋଳିରେ ଅଧିକ ସଂକ୍ରମଣ ଦେଖାଦେଇଛି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗାଁମାନଙ୍କରେ ନୂତନ ସଂକ୍ରମିତ ଚିହ୍ନଟ କରିବା ନିମନ୍ତେ ଆଠଗଡ ଉପଖଣ୍ଡ ପ୍ରଶାସନ ତଥା…
Read More...

ଓଡିଶା ଗ୍ରାମ୍ୟବ୍ୟାଙ୍କ କଖଡି ଶାଖାରେ ସାମାଜିକ ଦୂରତ୍ୱକୁ ଫୁ

ଗୁରୁଡିଝାଟିଆ: ରାଜ୍ୟ ସରକାର କରୋନା ମୁକାବିଲା ନିମନ୍ତେ ସାମାଜିକ ଦୁରତ୍ୱକୁ ଅନ୍ୟତମ ଅସ୍ତ୍ର ଭାବରେ ଅଭିହିତ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ସଚେତନତାର ବାର୍ତ୍ତା ମଧ୍ୟ ବାଣ୍ଟୁଛନ୍ତି। ହେଲେ ବ୍ୟାଙ୍କମାନଙ୍କରେ…
Read More...

ଗୁରୁଡିଝାଟିଆରେ ନୂତନ ଥାନା ଅଧିକାରୀ କେବେ?

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନାରେ ନୂତନ ଥାନା ଅଧିକାରୀ ନିଯୁକ୍ତି ହେବ କେବେ ତାହା ସାଧାରଣରେ ଆଲୋଚନା ହେଉଛି। ଇନ୍ସପେକ୍ଟର ସମୀର କୁମାର ପଣ୍ଡାଙ୍କ ଡିଏସପି ପଦବୀକୁ ପଦୋନ୍ନତି ହୋଇଛି। ଶ୍ରୀ ପଣ୍ଡା ଗତ ୧ ସପ୍ତାହ…
Read More...

କଟକଣା ସତ୍ୱେ ଚାଲିଛି ପୂଜା ପାଇଁ କଳସ ବୁଡା

ଗୁରୁଡିଝାଟିଆ: କରୋନା ସ୍ଥି୍ତି ଗ୍ରାମାଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି। ଗୁରୁଡିଝାଟିଆ ଅଞ୍ଚଳରେ କେତେକ ନିର୍ଦ୍ଦିଷ୍ଟ ଗ୍ରାମରେ କରୋନା ଗ୍ରାଫ୍ ବେଶ ଉଚ୍ଚରେ ରହିଛି। ବାଳି, ଛଅଗାଁ, କୁମାରପୁର, ଗୋବରା, ଶଶାଙ୍ଗ,…
Read More...

ଅପହୃତ ଯୁବକ ଖୋର୍ଦ୍ଧାରୁ ଉଦ୍ଧାର ହେବା ପରେ ତଦନ୍ତ ଜୋରଦାର

ଗୁରୁଡିଝାଟିଆ: ମହାକାଳବସ୍ତ ଗାଁର ଯୁବକ ରାଜେନ୍ଦ୍ର ପୁହାଣ ଅପହରଣ ହେବାର ଏକ ଅଭିଯୋଗ ଆଠଗଡ ଥାନାରେ ହୋଇଥିଲା। ଖୁଣ୍ଟୁଣୀ ଓ ଆଠଗଡ ପୋଲିସ ମିଳିତ ଭାବରେ ଯୁବକକୁ ଖୋର୍ଦ୍ଧା ଅଞ୍ଚଳରୁ ଉଦ୍ଧାର କରିବା ପରେ ଆଠଗଡ ପୋଲିସ…
Read More...

ଛଅଗାଁରେ କରୋନାର ବିସ୍ଫୋରକ ସ୍ଥିତି, ସଂକ୍ରମିତ ବୁଲୁଛନ୍ତି ବାହାରେ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଛଅଗାଁରେ କରୋନା ବିସ୍ଫୋରକ ସ୍ଥିତି ଆଡକୁ ମୁହାଉଁଛି। ଏବେ ସୁଦ୍ଧା ଗାଁରେ ୧୩ଜଣ ସଂକ୍ରମିତ ଅଛନ୍ତି। ସଂକ୍ରମିତଙ୍କ ପାଇଁ ଉପଯୁକ୍ତ ଆବଶ୍ୟକ ମୁତାବକ ଘର ନଥିବାରୁ…
Read More...