ଆଠଗଡ ବିକାଶ ମଞ୍ଚ ପକ୍ଷରୁ ତୁଣ୍ଡି ବଣ୍ଟନ Samaja Digital (PM) Jun 9, 2021 ଗୁରୁଡିଝାଟିଆ: ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଓରନ୍ଦା ଅନୁସୁଚିତ ଜାତି ସାହିରେ ଆଜି କରୋନା ସଚେତନତା ସହିତ ତୁଣ୍ଡି ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ସାହିର ପ୍ରତ୍ୟେକ ସଦସ୍ୟଙ୍କୁ ତୁଣ୍ଡି… Read More...
ବୃଦ୍ଧାଙ୍କ ଘରେ ପହଞ୍ଚି ଆଠଗଡ ବ୍ଲକ କର୍ତ୍ତୃପକ୍ଷ ଦେଲେ ୧୫ହଜାର ୫ଶହ ଭତ୍ତା ଟଙ୍କା Samaja Digital (PM) Jun 9, 2021 ଗୁରୁଡିଝାଟିଆ: ଓରନ୍ଦା ଗ୍ରାମର ଯଶୋମତି ମହାରଣା ୨୦୧୮ ଡିସେମ୍ବରରୁ ଭତ୍ତା ଟଙ୍କା ପାଇନଥିଲେ। ଅସୁସ୍ଥତା ହେତୁ ନିଜ ଗାଁ ଓରନ୍ଦାରେ ଯଶୋମତି ନରହି ନିଜ ସଂପର୍କିୟ ଘରେ ରହୁଥିଲେ। ହେଲେ ନିଜ ମାସିକ ବାର୍ଦ୍ଧକ୍ୟ ଭତ୍ତା… Read More...
୧୨ଟି ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ Samaja Digital (PM) Jun 9, 2021 ଗୁରୁଡିଝାଟିଆ: ଆଠଗଡ ବ୍ଲକ ଅନ୍ତର୍ଗତ ୨ଜୋନ ଜିଲ୍ଲାପରିଷଦର ୧୨ଟି ପଞ୍ଚାୟତର ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାର ଭତ୍ତା ବଣ୍ଟନ କରାଯାଇଛି। ଖୁଣ୍ଟୁଣୀଠାରେ ଉପସ୍ଥିତ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ… Read More...
ଜୋନ ୨ ଜିଲ୍ଲାପରିଷଦ ଅଞ୍ଚଳରେ ତୁଣ୍ଡି ବଣ୍ଟନ ଓ ପଞ୍ଜିକରଣ ଆରମ୍ଭ Samaja Digital (PM) Jun 8, 2021 ଗୁରୁଡିଝାଟିଆ: ଜୋନ ୨ ଜିଲ୍ଲାପରିଷଦ ଅନ୍ତର୍ଗତ ଖୁଣ୍ଟୁଣୀ ପଞ୍ଚାୟତର ରାଣିବଣିଆ ଅନୁସୁଚିତ ଜାତି ସାହିରେ ବିଜୁ ଛାତ୍ର ଜନତାଦଳ ଓ ଯୁବ ଜନତାଦଳ ପକ୍ଷରୁ କରୋନା ସଚେତନତା, ତୁଣ୍ଡି ବଣ୍ଟନ ଓ ଟିକା ପଞ୍ଜିକରଣ କାର୍ଯ୍ୟ… Read More...
ଗୁରୁଡିଝାଟିଆରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ Samaja Digital (PM) Jun 8, 2021 ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନାର ନୂତନ ଥାନା ଅଧିକାରୀ ଭାବରେ ରଞ୍ଜନ କୁମାର ପ୍ରଧାନ ଆଜି ଯୋଗଦାନ କରିଛନ୍ତି। ଶ୍ରୀ ପ୍ରଧାନ ପୁରୀ ଜିଲ୍ଲାର ଗୋପ ଓ କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲାର ମାହାଙ୍ଗାରେ ଥାନା ଅଧିକାରୀ… Read More...
ଟିକାକରଣ ନିମନ୍ତେ ପଞ୍ଜିକରଣ ଆରମ୍ଭ Samaja Digital (PM) Jun 5, 2021 ଗୁରୁଡିଝାଟିଆ: କୁମାରପୁର ଓ ଗୋବରା ପଞ୍ଚାୟରେ ଯେଭଳି ୧୮ ରୁ ୪୪ବର୍ଷ ମଧ୍ୟରେ କୌଣସି ନାଗରିକ ଟିକାକରଣରୁ ବଞ୍ଚିତ ନ ହେବେ ସେଥିପାଇଁ ଆଜି ଦୁଇ ପଞ୍ଚାୟତର ଅନୁସୁଚିତ ଗାଁମାନଙ୍କରେ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ… Read More...
କଖଡିରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ Samaja Digital (PM) Jun 2, 2021 ଗୁରୁଡିଝାଟିଆ: ଆଠଗଡ ନିର୍ବାଚନ ମଣ୍ଡଳୀ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡିରେ କରୋନା ଘାତକ ସାଜିଛି। ଦୁଇଜଣଙ୍କ ମୁଣ୍ଡ ମଧ୍ୟ ନେଲାଣି କରୋନା ଏବଂ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି… Read More...
କରୋନାକୁ ହରାଇବା ପାଇଁ ଧୁରୁଷିଆ ପଞ୍ଚାୟତର ଘରେ ଘରେ ଅଭିଯାନ ଆରମ୍ଭ Samaja Digital (PM) Jun 2, 2021 ଗୁରୁଡିଝାଟିଆ: ପ୍ରତ୍ୟେକ ଘରଘର ବୁଲି କରୋନାକୁ ଠାବ କରି ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ସହିତ ଏହାକୁ ଦମନ କରିବାର ସଚେତନତା ବାର୍ତ୍ତା ପ୍ରେରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର… Read More...
ୟାସ ବାତ୍ୟା ପ୍ରଭାବରେ ଗୁରୁଡିଝାଟିଆ ଅଞ୍ଚଳରେ ପବନର ବେଗ ବୃଦ୍ଧିପାଉଛି Samaja Digital (PM) May 25, 2021 ଗୁରୁଡିଝାଟିଆ: ବାତ୍ୟା ୟାସ ପାଇଁ ଗୁରୁଡିଝାଟିଆ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଗଲାଣି। ଗତକାଲି ରାତିରେ ଝିପିଝିପି ବର୍ଷା ଲାଗିରହିବା ପରେ ଆଜି ସକାଳେ ମଧ୍ୟ ବର୍ଷା ଅନୁଭୂତ ହୋଇଥିଲା। ହେଲେ ଅପରାହ୍ନରେ… Read More...
ସମାଜ ରିଲିଫ କମିଟି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ Samaja Digital (PM) May 22, 2021 ଗୁରୁଡିଝାଟିଆ : କରୋନାର ୨ୟ ଲହରକୁ ରୋକିବା ପାଇଁ ବର୍ତ୍ତମାନ ତାଲାବନ୍ଦ ଚାଲୁ ରହିଛି। ଏହି ସମୟରେ ଅଭାବ ଶ୍ରେଣୀୟ ଲୋକମାନେ କାମଧନ୍ଦା କରିନପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମାଜ… Read More...