Browsing Tag

gurudijhatia

ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କଳକାରଖାନା ଓ ରାଜରାସ୍ତାରେ ଧର୍ମଘଟ

ଗୁରୁଡିଝାଟିଆ: କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି, ତୃଟିପୂର୍ଣ୍ଣ କୃଷକ ବିରୋଧି ଆଇନକୁ ପାଶ କରାଇବା ସହିତ ଟିକସ ଦେଉନଥିବା ପରିବାରବର୍ଗଙ୍କୁ ମାସକୁ ୭୫୦୦ ଟଙ୍କା ଭତ୍ତା ପ୍ରଦାନ କରିବା, ଗ୍ରାମାଞ୍ଚଳରେ ୨ଶହ ଦିନ…
Read More...

ଦଳଛାଡି ଅଲଗା ହୋଇଥିବା ଦନ୍ତା ଘାତକ ସାଜିଛି: ଭାଙ୍ଗିଲା ୨ ବାଇକ, ସନ୍ଧ୍ୟା ହେଲେ ପଶୁଛି ଗାଁରେ

ଗୁରୁଡିଝାଟିଆ: ଦଳଠାରୁ ଅଲଗା ହୋଇଥିବା ଦନ୍ତାହାତୀ ଏବେ ଭୟାନକ ହୋଇଉଠିଛି। ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ କଖଡି-କପୁରସିଂ ରାସ୍ତାର ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲର ବରଦେଇ ଠାକୁରାଣୀ ନିକଟରେ ଦୁଇ ବାଇକ ଭାଙ୍ଗିଛି…
Read More...

୨୦ ହଜାର ଲିଟର ପିଡିଏସ କିରୋସିନ ଜବତ: ୩ ଅଟକ, ୨ ଟ୍ୟାଙ୍କର ଜବତ

ଗୁରୁଡିଝାଟିଆ: ଏସଟିଏଫ୍‍ ଟିମର କୌଶଳ ନିକଟରେ ହାର ମାନିଛି ଚୋରା ବ୍ୟବସାୟୀ। ସମସ୍ତ ଯୋଜନା ମୁତାବକ ଏସଟିଏଫ୍‍ର ଡିଏସ୍‍ପି ଅରୁଣ ସାହୁଙ୍କ ନେତୃତ୍ୱରେ ମଙ୍ଗଳବାର ବଉଳ ନିକଟରେ ଚଢାଉ କରାଯାଇ ୨ଟି କିରୋସିନି ବୋଝେଇ…
Read More...

ମହାନଦୀରେ ବନ୍ୟା ଯୋଗୁ କଖଡିରେ ଶତାଧିକ ଏକର ଧାନଫସଲ ପାଣିରେ ବୁଡି ରହିଛି

ଗୁରୁଡିଝାଟିଆ: ମହାନଦୀରେ ବନ୍ୟାଜଳ ଆସିବା ଫଳରେ ହଜାର ହଜାର ଏକର ଧାନ ଓ ପରିବା ଫସଲ ବନ୍ୟାଜଳରେ ବୁଡିରହିଛି। ଯାହାଫଳରେ କି କୃଷକମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। କରୋନା ଯୋଗୁଁ ଜୀବନ ଜୀବିକା ଉଜୁଡି ଯାଇଥିବା…
Read More...

ହାତୀଙ୍କ ମୁହଁରେ ଆଖୁଫସଲ

ଗୁରୁଡିଝାଟିଆ: ଲଗାଣ ବର୍ଷାକୁ ଖାତିର ନକରି ଭୋକିଲା ହାତୀପଲ ନାରଙ୍ଗବସ୍ତ ଗ୍ରାମର ହୋଇଥିବା ଆଖୁଫସଲକୁ ଖାଇ ଉଜାଡି ଦେଇଛନ୍ତି। ଗତକାଲି ରାତିରେ ହାତୀପଲ ପ୍ରଶାନ୍ତ ପ୍ରତିହାରୀ ଓ ପ୍ରଶାନ୍ତ କୁମାର ରାଉତ ଙ୍କ ବିଲରେ…
Read More...

ଶ୍ରୀକ୍ଷେତ୍ର,ଏକାମ୍ରକ୍ଷେତ୍ର ଉନ୍ନତି ପାଇଁ ସରକାରଙ୍କ ବଡ ଘୋଷଣା ପରେ ଶୈବପୀଠ ଧବଳେଶ୍ୱରର ଉନ୍ନତି କେବେ?

ଗୁରୁଡିଝାଟିଆ: ରାଜ୍ୟ ସରକାର ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ତଥା ଓଡିଆଙ୍କ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଦୈନିକ ଜୀବନ ସହ ଜଡିତ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ନେଇଛନ୍ତି ଜ୍ଞାତକ ପଦକ୍ଷେପ। ଯାହା…
Read More...

ଭୋଗରାରେ ବିକୃତ ମସ୍ତିଷ୍କ ମହିଳା

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗରା ଗାଁରେ ଜଣେ ଅପରଚିତ ମହିଳା ବୁଲୁଥବା ସଂପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମହିଳାଟିର ବୟସ ଅଧିକ ହୋଇ ନ ଥିବା ବେଳେ ତାର…
Read More...

ଅନନ୍ତପୁରରେ ୧୬୦ ସ୍ୱାବ ସଂଗ୍ରହ

ଗୁରୁଡିଝାଟିଆ: ଆଠଗଡ ବ୍ଲକ ଅନ୍ତର୍ଗତ ଅନନ୍ତପୁରରେ ଆଜି ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାବ ସଂଗ୍ରହ କରାଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲ୍ଲିପ ଦାସଙ୍କ ଉପସ୍ଥିତିରେ…
Read More...

କରୋନା ଭୟରେ କାନ୍ଧ ଦେଲେନି ସାହିଭାଇ, ଖୁଣ୍ଟୁଣୀର କିଛି ଉତ୍ସାହୀ ଯୁବକ କଲେ ଶବ ସତ୍କାର

ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ଏବେ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଭାବେ ରହିଅଛି। କରୋନା ପାଇଁ ଲୋକମାନେ ଘରୁ ମଧ୍ୟ ବାହାରୁ ନାହାନ୍ତି। ପ୍ରଶାସନ ମଧ୍ୟ କଡ଼ା ନଜର ମଧ୍ୟରେ ରଖିଛି ଖୁଣ୍ଟୁଣୀକୁ। ଏଭଳି ଏକ ପରିସ୍ଥିତିରେ…
Read More...

କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ୩ ପଞ୍ଚାୟତ ୭୨ଘଣ୍ଟା ସଟଡାଉନ

ଗୁରୁଡ଼ିଝାଟିଆ: ଦିନକୁ ଦିନ କରୋନା ମାଡ଼ିଚାଲିଛି। ବାରମ୍ବାର ସଟଡାଉନ ହେଲେ ମଧ୍ୟ ଏହାକୁ ରୋକାଯାଇପାରୁନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଣ୍ଟିଖାଲ, ମଞ୍ଚେଶ୍ୱ ଓ କଖଡ଼ି…
Read More...