Browsing Tag

gurudijhatia

ଧୁରୁଷିଆରେ ରୋଗ ପ୍ରତିରୋଧକ ହୋମିଓପାଥିକ ଔଷଧ ବଣ୍ଟନ

ଗୁରୁଡିଝାଟିଆ: ଧୁରୁଷିଆ ପଞ୍ଚାୟତର ଧୁରୁଷିଆଠାରେ ଆଠଗଡ ବିକାଶ ମଞ୍ଚ ତରଫରୁ ରୋଗ ପ୍ରତିରୋଧକ ହୋମିଓପାଥିକ ଔଷଧ ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ମାନସ ବସ୍ତଅିା ମାଗଣାରେ ଔଷଧ ବଣ୍ଟନ କରିବା ସହିତ ଏହାର ଉପକାରିତା…
Read More...

ଖୁଣ୍ଟୁଣୀରେ ଏଟିଏମ ସେବା ସଂପୂର୍ଣ୍ଣ ଅଚଳ, ବିପଦପୂର୍ଣ୍ଣ ଜଙ୍ଗଲ ରାସ୍ତାରେ ଯାଉଛନ୍ତି ଉଠାଣପାଇଁ

ଗୁରୁଡିଝାଟିଆ: ଖୁଣ୍ଟୁଣୀରେ ଏଟିଏମ ସେବା ସଂପୂର୍ଣ୍ଣ ଭୁଷୁଡି ପଡିଛି। ଗୋଟିଏ ନୁହେଁ ଦୁଇଟି ନୁହେଁ ୪ଟି ଏଟିଏମ କେନ୍ଦ୍ର ଅଚଳ ହୋଇପଡିବାରୁ ଟଙ୍କା ଉଠାଣ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।…
Read More...

‘ସମାଜ’ ପ୍ରଭାବ: କଖଡିରେ ନୂତନ ଆରଆଇ ସର୍କଲ ପାଇଁ ସରକାରଙ୍କ ଅନୁମୋଦନ

ଗୁରୁଡିଝାଟିଆ: କଖଡି ପଞ୍ଚାୟତର କଖଡିରେ ଏକ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନା ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଯାହାକି କଖଡି ପଞ୍ଚାୟତ ପାଇଁ ଏକ ଐତିହାସିକ ସଫଳତା। ଲୋକମାନେ ନାହିଁ ନଥିବା…
Read More...

ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହରିଣକୁ ବନବିଭାଗ ଜଙ୍ଗଲରେ ଛାଡିଲା

ଗୁରୁଡିଝାଟିଆ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ମାଧପୁର ଗ୍ରାମରେ ଆଜି ସକାଳୁ ଏକ ୩ ବର୍ଷର ହରିଣ ଗାଁ ଭିତରକୁ ପଶି ଆସିଥିଲା। ହରିଣକୁ ଦେଖି କୁକୁରମାନେ ଆକ୍ରମଣ କରିଥିଲେ। ଜୀବନ ଭୟରେ ହରିଣଟି ଏକ ପରିତ୍ୟକ୍ତ ଘର ଭିତରେ ପଶି…
Read More...

ପାରିବାରିକ କଳହକୁ କେନ୍ଦ୍ର କରି ପୁତୁରା ଆକ୍ରମଣରେ ଖୁଡୀ ଓ ଦାଦା ଗୁରୁତର

ଗୁରୁଡିଝାଟିଆ: ପାରିବାରିକ କଳହକୁ ନେଇ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କପୁରସିଂହରେ ପୁତୁରାର ଆକ୍ରମଣରେ ଦାଦା ଓ ଖୁଡୀ ଗୁରୁତର ଆହତ ହୋଇ ଆଠଗଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ପୁତୁରା ମଧ୍ୟ ଆହତ…
Read More...

ମିଳିମିଶି ଉଠାଇନେଲେ ସରକାରୀ ଜମିରୁ ୫ହଜାର ଟ୍ରକ ମାଟି, କାହା ଚାପରେ ରାଜସ୍ୱ ପ୍ରଶାସନର ପାଟି ଚୁପ୍‍?

ଗୁରୁଡିଝାଟିଆ: ମନଇଚ୍ଛା ଖୁଲମଖୁଲା ଭାବରେ ସରକାରୀ ଜମିରୁ ଉଠାଇ ନେଇଛନ୍ତି ୫ହଜାର ଟ୍ରକରୁ ଊର୍ଦ୍ଧ୍ବ ମାଟି। ୧୫୦ ମିଟର ଲମ୍ବ ଓ ୧୫୦ ମିଟର ପ୍ରସ୍ତ ଓ ୩୦ ଫୁଟର ଗଭୀର ସ୍ଥାନରୁ ମାଟି ଚୋରା ଚାଲାଣ ହୋଇଛି। ବେଧଡକ ଭାବରେ…
Read More...

ଆଠଗଡ ବିକାଶ ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଧୁରୁଷିଆ ହନୁମାନ ମନ୍ଦିରଠାରେ କମ୍ବଳ ବଣ୍ଟନ କରାଯାଇଛି। ଗାଁର ଅଭାବୀମାନଙ୍କୁ ଶୀତରୁୁ ରକ୍ଷା ପାଇଁ ସଭାପତି ମାନସ ବସ୍ତିଆ କମ୍ବଳ ବଣ୍ଟନ କରିଥିଲେ। ବୃଦ୍ଧ ଓ…
Read More...

ପ୍ରଭୁ ଧବଳେଶ୍ୱରଙ୍କ ପୂଜା ପାଇଁ ପୂଜକଙ୍କ ଫୁଲଚାଷ; ଗୁଡୁନନା ମାଗଣାରେ ବାଣ୍ଟୁଛନ୍ତି ଫୁଲ

ଗୁରୁଡିଝାଟିଆ: କରୋନା ଜୀବନଚିତ୍ରକୁ ବ୍ୟତିବ୍ୟସ୍ତ କରାଇଦେଇଛି। ଅନେକ ନିଜର ଜୀବିକା ମଧ୍ୟ ହରାଇ ଅତ୍ୟନ୍ତ କଷ୍ଟକର ପରିବେଶ ଭିତରେ ପରିବାର ପୋଷଣ କରୁଛନ୍ତି। ଧବଳେଶ୍ୱର ମନ୍ଦିର ମଧ୍ୟ କରୋନା ପାଇଁ ଶ୍ରଦ୍ଧାଳୁଙ୍କ…
Read More...

ବିିଶେଷଜ୍ଞ ଚିକିତ୍ସକ ଅଭାବୀଙ୍କ ଗହଣରେ ପାଳିଲେ ଜନ୍ମଦିନ

ଗୁରୁଡିଝାଟିଆ: ଅଭାବୀ ମୁହଁରେ ହସ ମନରେ ଆଣିଦିଏ ବିଶ୍ୱାସ ଓ ଆତ୍ମପ୍ରତ୍ୟୟର ଭାବ। ସରଳ ନିଷ୍କପଟ ମଣିଷଙ୍କ ସ୍ୱର ହିଁ ଦେଶର ଆତ୍ମା ସଦୃଶ। ସେମାନଙ୍କ ସହିତ ଏକାଠି କିଛି ସମୟ ବିତାଇଲେ ଜୀବନର ମୂଲ୍ୟବୋଧ ବେଶ ବାରି…
Read More...

ମଧୁସେତୁ ଉପରେ ୬ ଇଞ୍ଚ ମୋଟାରେ ବାଲିର ଆସ୍ତରଣ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିବ କେବେ?

ଗୁରୁଡିଝାଟିଆ: କଟକରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସେତୁ ଉପରେ ପଡିଛି ୬ଇଞ୍ଚ ମୋଟର ବାଲିର ଆସ୍ତରଣ। ସେତୁର ପ୍ରୋଟେକ୍ଟ ୱାଲଠାରୁ ପ୍ରାୟ ୪ଫୁଟ ଚଉଡାରେ ଏପାଖ ମୁଣ୍ଡରୁ ଶେଷମୁଣ୍ଡ ପର୍ଯ୍ୟନ୍ତ ବାଲିର ଆସ୍ତରଣ…
Read More...