Browsing Tag

gurudijhatia

ବାଲି ମାଫିଆଙ୍କ ଉପରେ କଟକ ତହସିଲ ପକ୍ଷରୁ ଜୋରଦାର ଚଢାଉ, ହାଇୱା ଜବତ

ଗୁରୁଡିଝାଟିଆ : ମନଇଚ୍ଛା ବେଧଡକ ଭାବରେ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ଚୋରା ବାଲି ଚାଲାଣ ହେଉଛି। ବାଲି ମାଫିଆମାନଙ୍କୁ ଧରିବା ପାଇଁ କଟକ ସଦର ତହସିଲ ପକ୍ଷରୁ ଏକାଧିକ ସ୍କ୍ୱାଡ୍‍ ଗଠନ କରି ଚଢାଉ ଜାରିରହିଛି।…
Read More...

ଆସନ୍ତାକାଲିଠାରୁ ଖୋଲିବ ଧବଳେଶ୍ୱର ପୀଠ

ଗୁରୁଡିଝାଟିଆ : ଆସନ୍ତାକାଲି(ଶୁକ୍ରବାର) ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ମନ୍ଦିର ଖୋଲିବ। ଶନିବାର ଓ ରବିବାର ପଞ୍ଚାୟତବାସୀ ଓ ୧୧ ତାରିଖ ସର୍ବସାଧାରଣ ଦର୍ଶନ କରିପାରିବେ। ଆଜି ଏ ନେଇ ଆଠଗଡ ଉପଜିଲ୍ଲାପାଳ ତଥା…
Read More...

ରାଜ୍ୟ କାୟାକଳ୍ପ ପ୍ରତିନିଧିଦଳଙ୍କ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନୁଧ୍ୟାନ

ଗୁରୁଡିଝାଟିଆ: ରାଜ୍ୟ କାୟାକଳ୍ପ ପ୍ରତିନିଧିଦଳ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଡାକ୍ତର ପରେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ଚିକିତ୍ସାଳୟର ଆଭ୍ୟନ୍ତରୀଣ ଓ ବାହ୍ୟ…
Read More...

‘ସମାଜ’ ପକ୍ଷରୁ କମ୍ବଳ ବଣ୍ଟନ

ଗୁରୁଡିଝାଟିଆ: ସମାଜ ରିଲିଫ ପକ୍ଷରୁ ଆଜି ଆଠଗଡ ବ୍ଲକର ବିଭିନ୍ନ ଗ୍ରାମ ଓ ସହରରେ କମ୍ବଳ ଓ ସ୍କାର୍ଫ ବଣ୍ଟନ କରାଯାଇଛି। ଗତ କିଛି ଦିନ ହେଲା ହାଡଭଙ୍ଗା ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଅଭାବୀ ମଣିଷ ଶୀତବସ୍ତ୍ର…
Read More...

ଖୁଣ୍ଟୁଣୀ ବନାଞ୍ଚଳରେ ପକ୍ଷୀ ଗଣନା

ଗୁରୁଡିଝାଟିଆ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳରେ ଆଜି ପକ୍ଷୀ ଗଣନା ହୋଇଛି। ନାକଚୁଣିପାଟ, ବରଦାପାଟ, ଶଙ୍ଖଯୋର, ମହାନଦୀ ପ୍ରଭୃତି ସ୍ଥାନମାନଙ୍କରେ ଏକାଧିକ ଟିମରେ ବନ କର୍ମଚାରୀମାନେ ପକ୍ଷୀଗଣନା…
Read More...

ଗାଁଗାଁ ବୁଲି ଗୀତ ଗାଇ ହାତୀ ସୁରକ୍ଷା ସଚେତନତା

ଗୁରୁଡିଝାଟିଆ: ସାଧାରଣ ଲୋକଙ୍କ ସଂପୃକ୍ତି ଜଙ୍ଗଲ ସଂପଦର ଅଭିବୃଦ୍ଧି ସହିତ ହାତୀ ସୁରକ୍ଷା ଦିଗରେ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ। ଏହାକୁ କାର୍ଯ୍ୟକ୍ଷେତ୍ରରେ ପରିଣତ କରିବା ପାଇଁ ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା…
Read More...

କଖଡିରେ ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଗୁରୁଡିଝାଟିଆ: କଖଡିରେ ଆଜି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସରକାରୀ ଜମିରେ ଦୋକାନ, ଘର କରିଥିବା ବ୍ୟକ୍ତିବିଶେଷଙ୍କୁ ପୂର୍ବରୁ କଟକ ସଦର ଦହସିଲ ପକ୍ଷରୁ ନୋଟିସ କରାଯାଇଥିଲା। ଅଧିକାଂଶ ଏହାକୁ ସାଦରରେ…
Read More...

ମହାପ୍ରଭୁଙ୍କ ଇଚ୍ଛାହେଲେ ୨୦୩୬ ନବକଳେବରର ଦାରୁ ଓରନ୍ଦା ଗ୍ରାମରୁ ଯିବ

ଗୁରୁଡିଝାଟିଆ: ଶ୍ରୀମନ୍ଦିର ପରିଚାଳନା କମିଟିର ଭାବନାକୁ ଚରିତାର୍ଥ କରିଛି ଓରନ୍ଦା ଗ୍ରାମବାସୀଙ୍କ ଦ୍ୱାରା ସୃଷ୍ଟି ଜଗନ୍ନାଥ ଲିମ୍ବବାଟିକା। ଯାହାକି ଆମ୍ଭମାନଙ୍କ ଭାଷା ଓ ଭାବନାକୁ ଚରିତାର୍ଥ କରିଥିବାରୁ ଅତ୍ୟନ୍ତ…
Read More...

ହାତୀ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ

ଗୁରୁଡିଝାଟିଆ: ହାତୀ ଏକ ଐତିହ୍ୟ ପ୍ରାଣୀ। ପ୍ରକୃତି, ପରିବେଶ ଓ ମାନବ ସମାଜର ବନ୍ଧୁ। ଆମ ସଂସ୍କୃତିରେ ହାତୀର ଭୂମିକା ବେଶ ଉଚ୍ଚରେ । ବହୁ ପୁରାଣ ଓ ଧର୍ମଶାସ୍ତ୍ରରେ ହାତୀର ଭୂମିକା ଅବତାରଣା କରାଯାଇଛି। ଏହାର…
Read More...

ରାଧାଦାମୋଦରପୁରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାଦାମୋଦରପୁର ଗ୍ରାମରେ ଜମ୍ବେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଇଂ ଆଶୁତୋଷ କର ଉଦଘାଟନ କରି…
Read More...