Browsing Tag

gurudijhatia

ନୂଆପାଟଣାରୁ ଆଠଗଡ ରାସ୍ତା ହେବ ସଂପ୍ରସାରଣ, ଖର୍ଚ୍ଚ ହେବ ୮୦ କୋଟି ଟଙ୍କା

ଗୁରୁଡିଝାଟିଆ: ମହାନଦୀର ନୂଆପାଟଣା ସ୍ଥିତ ମଧୁସେତୁଠାରୁ ଆଠଗଡ ପର୍ଯ୍ୟନ୍ତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ସଂପ୍ରସାରଣ ହେବ। ରାସ୍ତାଟି ଏବେ ବ୍ୟସ୍ତବହୁଳ ହୋଇଉଠିଛି। ଦୈନିକ ଶହଶହ ସଂଖ୍ୟାରେ ଗାଡିମୋଟର ଚଳାଚଳ…
Read More...

୬ମାସ ତଳେ ଲୁଟ ହୋଇଥିବା ବୋଲେରୋ ଜବତ, ମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ପୁଲିସ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏକ ବଡ ଆନ୍ତଃଜିଲ୍ଲା ଡକାୟତ ସଦସ୍ୟଙ୍କୁ ଠାବ କରିବାରେ ସକ୍ଷମ ହୋଇଛି। ଯେଉଁ ଡକାୟତ ଦଳର ସଦସ୍ୟମାନେ ନୟାଗଡ, ଶରଣକୂଳ ଗ୍ୟାଙ୍ଗ ଡକାୟତରେ ମଧ୍ୟ…
Read More...

ହେଲମେଟ ପିନ୍ଧି ନ ଥିବାରୁ ୨୧ଜଣଙ୍କ ଲାଇସେନ୍ସ ରଦ୍ଦ !

ଗୁରୁଡିଝାଟିଆ: ହେଲମେଟ ନ ପିନ୍ଧି ବାଇକ ଚଳାଇବା ଅଭିଯୋଗରେ ଗୁରୁଡିଝାଟିଆ ପୁଲିସ ୨୧ଜଣ ବାଇକ ଆରୋହୀଙ୍କ ଲାଇସେନ୍ସ ଜବତ କରି ପରିବହନ ବିଭାଗକୁ ପଠାଇଛି। ଜବତ ହୋଇଥିବା ଲାଇସେନ୍ସଗୁଡିକୁ ପରିବହନ ବିଭାଗ ରଦ୍ଦ କରିବେ।…
Read More...

ଧୁରୁଷିଆରେ କୋଭିଡ ପରୀକ୍ଷଣ ଶିବିର

ଗୁରୁଡିଝାଟିଆ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଧୁରୁଷିଆଠାରେ କୋଭିଡ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ୨୨୮ଜଣଙ୍କ ଆଣ୍ଟିଜେନ ପରୀକ୍ଷା ହୋଇଥିବା ବେଳେ ସେଥିରୁ ଜଣେ ପଜିଟିଭ ବାହାରିଛି। ଆରଟିପିସିଆର…
Read More...

ଶିକ୍ଷାବିତଙ୍କ ପରଲୋକ

ଗୁରୁଡିଝାଟିଆ: କୁଷ୍ପଙ୍ଗି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଓରନ୍ଦା ଗ୍ରାମର ଅନ୍ୟତମ ମୁରବୀ ଖିରୋଦ ଚନ୍ଦ୍ର ବେହେରା(୮୫)ଙ୍କ ପରଲୋକ ଘଟିଛି। ଅସୁସ୍ଥତା ହେତୁ ସ୍ୱର୍ଗତ ବେହେରାଙ୍କ ମୃତ୍ୟୁ ଘଟିଥିବା…
Read More...

ବାଳିରେ କୋଭିଡ ପରୀକ୍ଷଣ ଶିବିର

ଗୁରୁଡିଝାଟିଆ: ବାଳିରେ ଆଜି କୋଭିଡ ପରୀକ୍ଷଣ ଶିିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୮ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। ସମସ୍ତ ପରୀକ୍ଷଣ ନେଗେଟିଭ ଥିବା ଜଣାପଡିଛି। ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲିପ…
Read More...

ରାଧାକିଶୋରପୁର ରୋଡ ଅଣ୍ଡରବ୍ରିଜ ଲୋକାର୍ପିତ

ଗୁରୁଡିଝାଟିଆ: ପୂର୍ବତଟ ରେଳବାଇ ପକ୍ଷରୁ ୩.୭୫ କୋଟି ଟଙ୍କା ବ୍ୟୟରେ ୬୮ ମିଟର ଲମ୍ବର ନିର୍ମିତ ରାଧାକିଶୋରପୁର ରୋଡ ଅଣ୍ଡରବ୍ରିଜ ଆଜି ଅପରାହ୍ନରେ ଲୋକାର୍ପିତ ହୋଇଛି। ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ…
Read More...

ଏବେବି ପୂଜା ପାଉଛି ଢିଙ୍କି

ଗୁରୁଡିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ମହିମା ବିଖ୍ୟାତ। ଓଷା ଭିତରେ ବଡଓଷା ପ୍ରଭୁଙ୍କ ବଡପର୍ବ। ଏଥିପାଇଁ ପ୍ରଭୁଙ୍କ ନିକଟରେ ପୂଜା କରାଯାଏ ଗଜଭୋଗ। ବିଜ୍ଞାନର ଅଗ୍ରଗତି ସତ୍ୱେ ଗଜଭୋଗ ପାଇ ଏବେବି ପୂଜକ ପରିବାରରେ ପୂଜା…
Read More...

ପ୍ରଭୁ ଧବଳେଶ୍ୱରଙ୍କ ନାଗାର୍ଜୁନ ବେଶ ଭକ୍ତଶୂନ୍ୟ ଭାବେ ଅନୁଷ୍ଠିତ

ଗୁରୁଡିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ଦୁର୍ଲ୍ଲଭ, ବୀରତ୍ୱପୂର୍ଣ୍ଣ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ପଞ୍ଚକ ୬ଦିନ ପଡୁଥିବାରୁ ଚଳିତବର୍ଷ ଅନନ୍ତ ବାସୁଦେବ ଧବଳେଶ୍ୱର ପୀଠରେ ପ୍ରଭୁ ଧବଳେଶ୍ୱରଙ୍କ ନାଗାର୍ଜୁନ ବେଶ…
Read More...

ଆଠଗଡ ବନଖଣ୍ଡରେ ଆରମ୍ଭ ହେଲା ହାତୀସାଥି ବାହିନୀ

ଗୁରୁଡିଝାଟିଆ: ଓଡିଶାରେ ହାତୀ-ମଣିଷ ଲଢେଇ କ୍ଷେତ୍ରରେ ଆଠଗଡ ବନଖଣ୍ଡ ପ୍ରମୁଖ ନାମ ବହନ କରିଥାଏ। ଅନୁଧ୍ୟାନକଲେ ବେଶ ବାରି ହୋଇପଡେ ହାତୀ-ମଣିଷ ଲଢେଇ ଏହି ବନଖଣ୍ଡରେ ତିବ୍ରତର। କେତେବେଳେ ହାତୀଦ୍ୱାରା ମଣିଷ ନିହତହେଉଛି…
Read More...