www.samajalive.in
Saturday, December 6, 2025
26.1 C
Bhubaneswar

ଟିକାକରଣ ନିମନ୍ତେ ପଞ୍ଜିକରଣ ଆରମ୍ଭ

ଗୁରୁଡିଝାଟିଆ: କୁମାରପୁର ଓ ଗୋବରା ପଞ୍ଚାୟରେ ଯେଭଳି ୧୮ ରୁ ୪୪ବର୍ଷ ମଧ୍ୟରେ କୌଣସି ନାଗରିକ ଟିକାକରଣରୁ ବଞ୍ଚିତ ନ ହେବେ ସେଥିପାଇଁ ଆଜି ଦୁଇ ପଞ୍ଚାୟତର ଅନୁସୁଚିତ ଗାଁମାନଙ୍କରେ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ନିଜକୁ ସଂଶ୍ଲିଷ୍ଟ କରିଥିଲେ। କୁମାରପୁର ସରପଞ୍ଚ ଦୀପକ ଆଚାର୍ଯ୍ୟ, ଗୋବରା ସରପଞ୍ଚ ପ୍ରଭାତ ଥାଟୋଇ, ସମିତିସଭ୍ୟ ସୁକାନ୍ତ ନାୟକ, ଛାତ୍ର ନେତା ସତ୍ୟପ୍ରିୟ ମହାନ୍ତି, ଅକ୍ଷୟ ସାହୁ, ମିତାଲି ରାଉତ, ଶୁଭେନ୍ଦୁ ବେଉରା ପ୍ରମୁଖ ପଞ୍ଜିକରଣ କାର୍ଯ୍ୟ ଘରଘର ବୁଲି କରିଥିଲେ।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories